marriage

  • | |

    ଶୋଭିତାଙ୍କ ସହ ନାଗା ଚୈତନ୍ୟଙ୍କ ନିର୍ବନ୍ଧ

    ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ଗୁରୁବାର ନିର୍ବନ୍ଧ କରିଥିଲେ ସାଉଥ୍ ସୁପରଷ୍ଟାର ତଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ। କିଛି ସମୟ ପୂର୍ବରୁ ଖବର ମିଳିଥିଲା ଯେ, ଦୁହେଁ ଗୁରୁବାର ସନ୍ଧ୍ୟାରେ ହାଇଦ୍ରାବାଦରେ ନିର୍ବନ୍ଧ କରିବେ। ହେଲେ ପରେ ଜଣାପଡ଼ିଥିଲା ଯେ, ଗୁରୁବାର ସକାଳେ ଦୁହେଁ ନିର୍ବନ୍ଧ କରିଛନ୍ତି। ନାଗାର୍ଜୁନ ଦୁହିଁଙ୍କ ସହ ଉଠାଇଥିବା ଫଟୋ ସେୟାର କରି ଏହି ଖବର ଦେଇଥିଲେ। ତେବେ ପୂର୍ବ ସ୍ବାମୀ ନିର୍ବନ୍ଧ କରିବା ପରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ…

  • | |

    ବିବାହ କଲେ ଅନନ୍ତ ରାଧିକା

    ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ନିଜର ପ୍ରେମିକା ରାଧିକା ମର୍ଚେଣ୍ଟଙ୍କ ବିବାହରେ ଦେଶ–ବିଦେଶରୁ ଜଣାଶୁଣା ଲୋକଙ୍କ ଆଗମନ ହେଉଛି। ଅନନ୍ତ–ରାଧିକାଙ୍କ ବିବାହ ମହୋତ୍ସବ ତିନିଦିନ ଯାଏଁ ଜାରି ରହିବ। ଆଜି ଶୁଭ ଆଶୀର୍ବାଦ (ଆଶୀର୍ବାଦ ସମାରୋହ)ର ଆୟୋଜନ ଅଛି। ସେହିପରି ୧୪ରେ ମଙ୍ଗଳ ଉତ୍ସବ ପାଇଁ କାର୍ଯ୍ୟସୂଚୀ ରହିଛି। ଅନ୍ତିମ ଦିନରେ ଭବ୍ୟ ପ୍ରୀତିଭୋଜନ କାର୍ଯ୍ୟକ୍ରମ ରହିଛି। ଶିଳ୍ପପତିଙ୍କ ପୁଅ–ବୋହୂଙ୍କ ବିବାହରେ ବଲିଉଡର ପ୍ରାୟ କଳାକାର ଯୋଗଦେଦେବ। ଏଥି…