ବ୍ୟକ୍ତିତ୍ଵ

ବ୍ୟକ୍ତିତ୍ଵ

ଜନ୍ମମାଟିରେ ସେବାର ସଂକଳ୍ପ, ବିଶ୍ୱ ଦରବାରରେ ପ୍ରତିଭାର ପରିଚୟ।

ସଫଳତାର ଶିଖରରେ ପହଞ୍ଚିବା ପରେ ଅନେକେ ନିଜ ଅତୀତକୁ ଭୁଲିଯାଆନ୍ତି। ଉନ୍ନତ ଜୀବନ ଓ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ ନେଇ ଜନ୍ମମାଟି ଛାଡ଼ି ବିଦେଶକୁ ଚାଲିଯାଆନ୍ତି। କିନ୍ତୁ ଏମିତି କିଛି ବିରଳ ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ ବିଶ୍ୱସ୍ତରୀୟ ସଫଳତା ଓ ପ୍ରତିଷ୍ଠା ହାସଲ କରିବା ପରେ ମଧ୍ୟ ନିଜ ଗାଁ, ମାଟି, ମଣିଷ ଓ ପିଲାଦିନର ସ୍ମୃତିକୁ ହୃଦୟରୁ ଅଲଗା କରିପାରନ୍ତି ନାହିଁ। ସେମିତି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ପ୍ରଫେସର ଡାକ୍ତର ସୂର୍ଯ୍ୟ ପ୍ରକାଶ ଶିବ

Read More »
ଦେଶ ବିଦେଶ

ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ

ଭୁବନେଶ୍ୱର : ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌, କିସ୍ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ ସାମନ୍ତଙ୍କ ରୋମାନିଆ ଗସ୍ତ ଅବସରରେ ତାଙ୍କୁ ମିଲିଶାଉଟି ସହରର ସମ୍ମାନସୂଚକ ନାଗରିକତା, ବାର୍ଲାଡ୍ ସହରର ‘କି ଟୁ ଦି ସିଟି’ ଏବଂ ସିମାନ ଚାମ୍ପିୟନସ ଆୱାର୍ଡସ ୨୦୨୬ରେ ‘ଲିଡର ଅଫ୍ ଦି ଇୟର’ ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଜୀବନ ବ୍ୟାପୀ କାର୍ଯ୍ୟ ପାଇଁ ଶ୍ରୀ ସମନ୍ତଙ୍କୁ

Read More »
ଦେଶ ବିଦେଶ

ଅମ୍ବାନୀ ପରିବାର ଗଣେଶ ପୂଜାରେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ମହାରାଷ୍ଟ୍ର ବିଶେଷ କରି ମୁମ୍ବାଇରେ ଗଣପତିଙ୍କ ପୂଜା ବଡ଼ ଧୁମ୍‍ଧାମରେ ଆୟୋଜନ କରାଯାଇଥାଏ। ବିଶେଷକରି ଅମ୍ବାନୀ ପରିବାର ପକ୍ଷରୁ ଏହା ବହୁତ ବଡ଼ ଆକାରରେ ପାଳନ କରାଯାଇଥାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଅମ୍ବାନୀ ପରିବାର ପକ୍ଷରୁ ଗଣେଶ ପୂଜାର ବିରାଟ ଆୟୋଜନ କରାଯାଇଥିଲା। ଓଡ଼ିଶାରୁ ଏହି ସମାରୋହରେ ଯୋଗଦେବା ପାଇଁ ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନୀତା ଅମ୍ବାନୀ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ରକ୍ଷାକରି ଗତକାଲି

Read More »
ଦେଶ ବିଦେଶ

ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ

ଭୁବନେଶ୍ୱର : ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରା ମଙ୍ଗଳବାର କିଟ୍‍ ଓ କିସ୍‍ ପରିଦର୍ଶନ କରି ଫେରିଯାଇଛନ୍ତି। ସେ କିଟ୍‍ର ସମସ୍ତ କ୍ୟାମ୍ପସ ବୁଲିବା ସହ ଓ କିସ୍‍ର ସମସ୍ତ ୟୁନିଟ୍‍  ପରିଦର୍ଶନ କରିଥିଲେ। କିସ୍‍ ପରିଦର୍ଶନ କରି ସେ ଆଶ୍ଚର୍ଯ୍ୟ ହେବା ସହ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ କିସ୍‍ ଛାତ୍ରୀଙ୍କୁ ଆର୍ଶୀବଚନ ପ୍ରଦାନ କରି ସେ କହିଲେ ସେ ଶିକ୍ଷା କ୍ଷେତ୍ରରେ ବହୁଦିନ ଧରି କାର୍ଯ୍ୟ କରିଆସୁଛନ୍ତି। ମାତ୍ର ମଧ୍ୟ ଶିକ୍ଷାବିତ୍‍

Read More »
ଦେଶ ବିଦେଶ

ଅଚ୍ୟୁତ ସାମନ୍ତଙ୍କ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନ ବିକାନେରସ୍ଥିତ ରାଜ୍ୟର ଅନ୍ୟତମ ପୁରାତନ ସରକାରୀ ବିଶ୍ୱବିଦ୍ୟାଳୟ ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ (ଏମ୍‌ଜିଏସ୍‌ୟୁ) ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ଆଜି ଜୟପୁର ରାଜଭବନ (ଲୋକ ଭବନ)ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ସମାରୋହରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଶିକ୍ଷା ମାଧ୍ୟମରେ ସମାଜର ବିକାଶ ଓ କଲ୍ୟାଣ ଦିଗରେ

Read More »
ବ୍ୟକ୍ତିତ୍ଵ

କାହାର ନଜର ନ ଲାଗୁ

ଯେବେ ଠାରୁ କ୍ଷମତାକୁ ଆସିଲେଣି, ସେବେଠାରୁ ବିବାଦ ପିଛା ଛାଡୁ ନାହିଁ କି ସମସ୍ୟାରୁ ମୁକୁଳିବାର ବାଟ ମିଳୁ ନାହିଁ । ଗୋଟିଏ ସମସ୍ୟାରୁ ବାହାରି ଆଉ ଗୋଟିଏ କାମରେ ହାତଦେବା ବେଳକୁ ପୁଣି ସାମ୍ନାରେ ଛିଡା ହେଉଛି ଆଉ ଏକ ସମସ୍ୟା । ସବୁଠି ଏବେ ଚର୍ଚ୍ଚା ଯେ ବିଜେପି ସରକାର ଆଉ ଭିଡକୁ ନୁହେଁ । ଆଉ ଏ ସବୁ ପାଇଁ ସମସ୍ତଙ୍କ ଆକ୍ରୋଶର ଶିକାର ହେଉଛନ୍ତି ସରକାରର ମୁଖିଆ ମୁଖ୍ୟମନ୍ତ୍ରୀ ମୋହନ ମାଝି

Read More »
ବ୍ୟକ୍ତିତ୍ଵ

ସେବା ଓ ସମର୍ପଣର ଏକ ଜୀବନ୍ତ ଚରିତ୍ର

ଗରିବ ଆବହେଳିତ ଲୋକଙ୍କର ସେବା କରିବା ପାଇଁ ଯଦି ଇଚ୍ଛା ଥିବ, ଯନ୍ତ୍ରଣାରେ ଜର୍ଜରିତ ରୋଗୀର ଯନ୍ତ୍ରଣା ଉପଶମ ପାଇଁ ଯଦି ମନୋବୃତ୍ତି ଥିବ ତେବେ ସେଠି ବିଶାଳକାୟ ଅଟ୍ଟାଳିକା, ଏସି କ୍ୟାବିନ୍‌, ଅତ୍ୟାଧୁନିକ ଯନ୍ତ୍ରପାତି ଏସବୁ ତୁଚ୍ଛ ପାଲଟିଯାଏ । ବରଗଡ ଜିଲ୍ଲା ଗାଈସିଲାଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁବାଖୋଲ ଗାଁ ଦାଣ୍ଡ କିଛି ସମୟ ପାଇଁ ପାଲଟିଗଲା ହସ୍ପିଟାଲର କ୍ୟାମ୍ପସ ଆଉ କାରଟି ହୋଇଗଲା ଅସ୍ଥାୟୀ କ୍ଲିନିକ୍ ଆଉ ଦଉଡି ଖଟିଆରେ ବସି

Read More »
ତାଜା ଖବର

ସୁଜାତା ଆସିବା ପରେ…

ସୁଜାତାଙ୍କ ଆଗମନ, ବିଜେଡିରେ ନୂଆ ସମ୍ଭାବନା ସୃଷ୍ଟି କରିଛି । ଦଳ ପାଇଁ ସୁଜାତା କେତେ ଲାଭବାନ ହେବେ ତାହା ପରର କଥା କିନ୍ତୁ ବିଜେଡିରେ ତାଙ୍କ ଗ୍ରାଣ୍ଡ ଏଣ୍ଟ୍ରୀ ଦଳୀୟ କର୍ମୀଙ୍କ ପାଇଁ ଶକ୍ତି ବର୍ଦ୍ଧକ କ୍ୟାପସୁଲ ଭଳି କାମ କରିଛି । ବିଜେପିର ରଣନୀତି ଆଗରେ ଦଳୀୟ ନେତାଙ୍କୁ ଏକାଠି କରି ରଖିବାରେ ବିଫଳ ହୋଇଥିବା ଆଗଧାଡିର ନେତା ଏବେ ପୁଣି ଅଣ୍ଟା ଭିଡିଛନ୍ତି । ଏବେ ସୁଜାତାଙ୍କ ପ୍ରଥମ କାମ ଦଳୀୟ କର୍ମୀଙ୍କ

Read More »
ଦେଶ ବିଦେଶ

ଆମେରିକାରେ ଡ. ଅଚ୍ୟୁତ ସାମନ୍ତ ସମ୍ମାନିତ

ଭୁବନେଶ୍ୱର: ଆମେରିକାନ ଆସୋସିଏସନ୍‍ ଅଫ୍‍ ଫିଜିସିଆନ୍‍ ଅଫ୍‍ ଇଣ୍ଡିଆନ୍‍ ଅରିଜିନ୍‍ (ଆପି) ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ‘ଆପି ଆୱାର୍ଡ ଫର ଟ୍ରାନ୍ସଆଫରମେସନାଲ୍‍ ସୋସିଆଲ୍‍ ୱାର୍କ ଆଣ୍ଡ ଇଣ୍ଡୋ-ୟୁଏସ୍‍ ପାର୍ଟନରସିପ୍‍’ ସମ୍ମାନ ପ୍ରଦାନ କରାଯାଇଛି । ଆମେରିକା ଫ୍ଲୋରିଡ଼ାର ଟାମ୍ପାରେ ଜୁଲାଇ ୨ରୁ ୫ ତାରିଖ ୪ଦିନ ବ୍ୟାପୀ ଅନୁଷ୍ଠିତ ଆପିର ବାର୍ଷିକ ସମ୍ମିଳନୀ ଆପିକନ୍‍ ୨୦୨୬ ତଥା ଆପିର ୪୪ତମ କଂଗ୍ରେସ୍‍  ଅବସରରେ ଶ୍ରୀ ସାମନ୍ତଙ୍କୁ

Read More »
ଦେଶ ବିଦେଶ

୫୭ତମ ‘ଓସା’ ସମ୍ମିଳନୀରେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଆମେରିକାରେ ଓଡ଼ିଆମାନେ ବସବାସ କରୁଥିଲେ ମଧ୍ୟ ଓଡ଼ିଆ ପରମ୍ପରାକୁ ଭୁଲିନାହାନ୍ତି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଆମେରିକାରେ ରହୁଥିଲେ ମଧ୍ୟ ବେଶ ଗୁରୁତ୍ୱ ଦେଉଥିବାରୁ ଓଡ଼ିଶା ଆସୋସିଏସନ୍‍ ଇନ୍‍ ଆମେରିକା (ଓସା)କୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଉଚ୍ଚ ପ୍ରଶଂସା କରିଛନ୍ତି। ଶନିବାର ମିନିଆପୋଲିସରେ ଓସାର ୫୭ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ଶ୍ରୀ ସାମନ୍ତ କହିଲେ, ଓସା ପକ୍ଷରୁ କରାଯାଇଥିବା ମିଳନ ପର୍ବ ବାସ୍ତବରେ ଏକ ବିରଳ ଅନୁଭୂତି। ଏହି

Read More »