ORMAS ପକ୍ଷରୁ ବୁଝାମଣା ପତ୍ର ସ୍ବାକ୍ଷରିତ
ଦକ୍ଷତା ବିକାଶ ତାଲିମ ପାଇଁ ORMAS ପକ୍ଷରୁ ୧୦ଟି ସଂସ୍ଥା ସହ ୧୩ ଗୋଟି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଏହି ଅବସରରେ ଗ୍ରାମ୍ଯ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ମାନ୍ଯବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମହୋଦୟ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଉକ୍ତ ପ୍ରୟାସକୁ ଉଚ୍ଚପ୍ରଶଂସା କରିଛନ୍ତି । ଏହା ମାଧ୍ଯମରେ ୧୭,୨୭୨ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ଓଡ଼ିଶାର କୋଣ-ଅନୁକୋଣରେ ଦକ୍ଷତା ବିକାଶ ଓ ନିଯୁକ୍ତିର