ଶିକ୍ଷା

ତାଜା ଖବର

ପୁଣି ଥରେ ହେବ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ନୂତନ ସରକାର ଆସିବା ପରଠାରୁ ଅନେକ କିଛି ପରିବର୍ତ୍ତନ ହୋଇଛି । କାହିଁ କେବେଠାରୁ ଚାଲି ଆସୁଥିବା ସମସ୍ତ ପରମ୍ପରାକୁ ଗତ ସରକାର ବନ୍ଦ କରିଥିବା ବେଳେ ବିଜେପି ସରକାର ପୁନଃ କାର୍ଯ୍ୟକ୍ଷମ କରିଛି । ଶ୍ରୀମନ୍ଦିର ଚାରି ଦ୍ୱାର ଫିଟାଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ଖୋଲିବା ଯାଏଁ ବଡ଼ ବଡ଼ ନିଷ୍ପତି ନେଇଛନ୍ତି ମୋହନ ମାଝୀ ସରକାର । ଏହାରି ମଧ୍ୟରେ ରାଜ୍ୟରେ ଗଲା ୭ ବର୍ଷ ହେବ ବନ୍ଦ ରହିଥିବା

Read More »
ଦେଶ ବିଦେଶ

କିଟ୍‍ର ୬ ଇଞ୍ଜିନୟରିଂ ପାଠ୍ୟକ୍ରମକୁ ଆବେଟ୍‍ ସ୍ୱୀକୃତି

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ୬ଟି ଇଞ୍ଜିନୟିରିଂ ପାଠ୍ୟକ୍ରମକୁ ୬ବର୍ଷ ପାଇଁ ଆମେରିକାର ପ୍ରତିଷ୍ଠିତ ଆକ୍ରିଡିଟେସନ୍‍ ବୋର୍ଡ ଫର୍‍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‍)ର ସ୍ୱୀକୃତି ମିଳିଛି । ଗୋଟିଏ ବିଶ୍ୱବିଦ୍ୟାଳୟର ୬ଟି ପାଠ୍ୟକ୍ରମକୁ ଆବେଟ ମାନ୍ୟତା ମିଳିବାରେ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ହେଉଛି କିଟ୍‍ । ଆବେଟ୍‍ ସ୍ୱୀକୃତି ହେଉଛି ଇଂଜିନିୟରିଂ ଓ ଇଂଜିନିୟରିଂ ଟେକ୍ନୋଲୋଜି ଶିକ୍ଷାକୁ ସ୍ୱୀକୃତି ପ୍ରଦାନ କରୁଥିବା ବିଶ୍ୱର ପ୍ରମୁଖ ଅନୁଷ୍ଠାନ । ଏହା ଇଂଜିନିୟରିଂ ଶିକ୍ଷା ପାଇଁ ‘ଗୋଲ୍‍ଡ୍‍ ଷ୍ଟାଣ୍ଡାର୍ଡ

Read More »
ଦେଶ ବିଦେଶ

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ

ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ୧୧ତମ ଛାୟା ଜାତିସଂଘ ଉଦ୍‍ଘାଟିତ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଛାୟା ଜାତିସଂଘକୁ ଉଦ୍‍ଘାଟନ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଛାୟା ଜାତିସଂଘ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯେଉଁଠି ଛାତ୍ରଛାତ୍ରୀମାନେ ଅନ୍ୟମାନଙ୍କ ସହ କିପରି ବାର୍ତ୍ତାଳାପ, ଆଲୋଚନା କରିବାକୁ ହେବ ଶିଖିବା ସହ ଯୁକ୍ତି ଉପସ୍ଥାପନ ଶୈଳୀ, ନିଜର ଚିନ୍ତାଧାର ପରିପ୍ରକାଶ, ବିଭିନ୍ନ ସମସ୍ୟା ସମାଧାନ କରିବାର ପାରଦର୍ଶିତା ଏବଂ ନେତୃତ୍ୱ ନେବାର ଦକ୍ଷତା ଆଦି

Read More »
ରାଜ୍ୟ

କିଟ୍‍ ଓ କିସରେ ସ୍ୱାଧୀନତା ଦିବସ ପାଳିତ

କିଟ୍‍, କିସ୍‍, କିମ୍‍ସ, କିଟ୍‍ ପବ୍ଲିକ୍‍ ସ୍କୁଲ୍‍ ଓ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ଗୁରୁବାର ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କିସ୍‍ର ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ସାମନ୍ତ କହିଲେ, ସମାଜର ବିକାଶରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ବିଶେଷ କରି ଗୁଣାତ୍ମକ ଶିକ୍ଷା ଜରିଆରେ ସମାଜର ଦୁର୍ବଳ ବର୍ଗ ତଥା ଜନଜାତି ଛାତ୍ରଛାତ୍ରୀଙ୍କ

Read More »
ଦେଶ ବିଦେଶ

କିଟ୍‍ ବିଶ୍ୱବିଦ୍ୟାଳୟକୁ ଜାତିସଂଘର ସ୍ୱତନ୍ତ୍ର ମାନ୍ୟତା

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟକୁ ଜାତିସଂଘ ଅର୍ଥନୈତିକ ଓ ସାମାଜିକ ପରିଷଦ (ୟୁଏନ୍‍ ଇକୋସୋକ୍‍)ଦ୍ୱାରା ସ୍ୱତନ୍ତ୍ର ପରାମର୍ଶଦାତା (ସ୍ପେସିଆଲ୍‍ କନ୍‍ସଲ୍‍ଟେଟିଭ୍‍) ମାନ୍ୟତା ପ୍ରଦାନ କରାଯାଇଛି। ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ମହତ୍ୱପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି କିଟ୍‍କୁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି। ଏହି ସମ୍ମାନଜନକ ମାନ୍ୟତା ପାଇବାରେ ସମଗ୍ର ଭାରତରେ କିଟ୍‍ ହେଉଛି ଏକମାତ୍ର ବିଶ୍ୱବିଦ୍ୟାଳୟ। ଏଥିପାଇଁ ସମଗ୍ର ବିଶ୍ୱରୁ ୪୭୬ ଆବେଦନ ମଧ୍ୟରୁ କିଟ୍‍ ବିଶ୍ୱବିଦ୍ୟାଳୟ ସମେତ ୧୯ଟି

Read More »
ଦେଶ ବିଦେଶ

ଜାପାନ କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍

ଭୁବନେଶ୍ୱର : ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଶ୍ରୀ ସାମନ୍ତଙ୍କର ୫୮ତମ ସମ୍ମାନସୂଚକ ଡକ୍ଟୋରେଟ୍‍। ପ୍ରଥମ ଭାରତୀୟ ଭାବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ୍‍ନାଭିସ୍‍ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଏହି ସମ୍ମାନ ପାଇବାରେ ଶ୍ରୀ ସାମନ୍ତ ହେଉଛନ୍ତି

Read More »
ଦେଶ ବିଦେଶ

ପାଠ ପଢାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶିକ୍ଷୟତ୍ରୀ ସାଜି ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ୨ ବର୍ଷ ପୂରଣ କରିବା ପରେ ଏକ ନୂଆ ରୂପରେ ଆମ ପ୍ରିୟ ରାଷ୍ଟ୍ରପତିଙ୍କୁ ଦେଖି ପିଲାମାନେ ମଧ୍ୟ ବେଶ ଖୁସି ହୋଇଯାଇଥିଲେ । ଗୁରୁବାର ରାଷ୍ଟ୍ରପତି ଭବନ ନିକଟରେ ଥିବା ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟକୁ ଯାଇ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ରାଷ୍ଟ୍ରପତି ପାଠ ପଢ଼ାଇଛନ୍ତି। ପ୍ରଥମେ ଶ୍ରେଣୀକୁ ଯାଇ ପିଲାମାନଙ୍କୁ କହିଥିଲେ ଏବେର ପିଲାମାନେ ବହୁତ

Read More »
ଅପରାଧ

ଆଉ ଅନୁଷ୍ଠିତ ହେବ ନାହିଁ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ପୁଣି ପରୀକ୍ଷା କରିବାକୁ ଦାବି କରୁଥିବା ଆଦେଦନର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି। ପୁନର୍ବାର ପରୀକ୍ଷା ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଖବର ଅନୁଯାୟୀ, ପେପର ଲିକ୍ ହେବା ନିଶ୍ଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ହାଜରିବାଗରେ ପେପର ଲିକ୍ ହୋଇଥିଲା। ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପରୀକ୍ଷାରେ ତ୍ରୁଟିର ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ। ପୁନଃପରୀକ୍ଷା ପାଇଁ ଦାବି ଠିକ୍ ନୁହେଁ । ଏହା ୨୪ ଲକ୍ଷ

Read More »
ତାଜା ଖବର

ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା

ଭୁବନେଶ୍ଵର: ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ଏବଂ କଟ୍‌ଅଫ ମାର୍କ ପ୍ରକାଶ ପାଇଛି । କଟ୍ ଅଫ୍ ମାର୍କରେ ଶୀର୍ଷରେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। ରେଭେନ୍ସାରେ ବିଜ୍ଞାନରେ ନାମଲେଖା ପାଇଁ ୯୧.୫ ପ୍ରତିଶତ କଟଅଫ୍ ମାର୍କ ଥିବାବେଳେ ବାଣିଜ୍ୟରେ ୭୭ % ଏବଂ କଳାରେ କଟଅଫ୍ ମାର୍କ ୭୫.୧୭ % ରହିଛି। ସେହିପରି ବିଜେବି କଲେଜରେ ବିଜ୍ଞାନ କଟଅଫ ମାର୍କ ୮୭% ରହିଥିବାବେଳେ ବାଣିଜ୍ୟ ୭୦% ଏବଂ କଳା ୭୨.୩୩% ରହିଛି। ଅନ୍ୟପଟେ

Read More »
ଦେଶ ବିଦେଶ

ନିଟ ଘୋଟାଲା ମାମଲାରେ ୪ ଡାକ୍ତରୀ ଛାତ୍ର ଗିରଫ

ନିଟ-ୟୁଜି ପ୍ରଶ୍ନପତ୍ର ଘୋଟାଲା ମାମଲାରେ ୪ ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରିଛି ସିବିଆଇ। ସଂପୃକ୍ତ ଅଭିଯୁକ୍ତମାନେ ବିହାର ପାଟନା ଏମ୍ସର ଡାକ୍ତରୀ ଛାତ୍ରମାନେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ୪ ଡାକ୍ତରୀ ଛାତ୍ର ଏମବିବିଏସ୍ ତୃତୀୟ ବର୍ଷର ଚନ୍ଦନ ସିଂ, ରାହୁଲ ଅନନ୍ତ, କୁମାର ସାନୁ ଏବଂ ଦ୍ୱିତୀୟ ବର୍ଷର ଛାତ୍ର କରଣ ଜୈନ। ଏହି ୪ ଛାତ୍ରଙ୍କୁ ପଚରାଉଚରା ପରେ ସିବିଆଇ ଗିରଫ କରିଛି । ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ -ୟୁଜି

Read More »