Live Odisha Tv

ଜୀବନଚର୍ଯ୍ୟା

ଜୀବନଚର୍ଯ୍ୟା

କିଟ୍‍ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟଙ୍କୁ ମିସ୍‍ ଟିନ୍‍ ୟୁନିଭର୍‍ସ ମୁକୁଟ

ଭୁବନେଶ୍ୱର : ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମିସ୍‍ ଟିନ୍‍ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ କିଟ୍‍ ବିଶ୍ୱବିଦ୍ୟାଳୟ ଫେସନ୍‍ ସ୍କୁଲ୍‍ ଛାତ୍ରୀ ତ୍ରିଷ୍ଣା ରାୟ ବିଜୟୀ ହୋଇ ମିସ୍‍ ଟିନ୍‍ ୟୁନିଭର୍ସ ୨୦୨୪ ଟାଇଟଲ୍‍ ହାସଲ କରିଛନ୍ତି ।  କିଟ୍‍ ଫେସନ୍‍ ଟେକ୍ନୋଲୋଜି ସ୍କୁଲ୍‍ର ଛାତ୍ରୀ ତ୍ରିଷ୍ଣା ଏହି ଟାଇଟଲ୍‍ ହାସଲ କରି କିଟ୍‍ ତଥା ଓଡ଼ିଶା ଓ ଭାରତକୁ ଗୌରବ ଆଣି ଦେଇଛନ୍ତି। ନଭେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି

Read More »
ଜୀବନଚର୍ଯ୍ୟା

କିମ୍‍ସ ଜରିଆରେ ଅଙ୍ଗଦାନ କଲେ ମନୋଜ

ଭୁବନେଶ୍ୱର : ଅଙ୍ଗଦାନ କରି ମହାନ କାର୍ଯ୍ୟ କରିଛନ୍ତି ମନୋଜଙ୍କ ପରିବାର ଲୋକେ। ଫଳରେ ୩ଜଣଙ୍କ ଜୀବନ ବଞ୍ଚାଇ ମନୋଜ ସେମାନଙ୍କଠାରେ ସ୍ମୃତି ହୋଇ ରହିବେ। ୪ ଦିନ ତଳେ ପଟିଆ ଅଞ୍ଚଳରେ ମର୍ମନ୍ତୁଦ ବାଇକ୍‍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଅରିପଦା ଅଞ୍ଚଳର ୨୩ ବର୍ଷ ବୟସ୍କ ମନୋଜ ସାହୁ। ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ କିମ୍‍ସକୁ ନେଇ ଆସିଥିଲେ। ପରେ ମନୋଜଙ୍କ ବାପା କୈଳାସ ଓ ଅନ୍ୟ ପରିବାର ଲୋକେ ମଧ୍ୟ

Read More »
ଜୀବନଚର୍ଯ୍ୟା

ହଜି ଯାଉଅଛି ବୁଢ଼ା ବରଗଛ

ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ । ଏହାକୁ ବଟବୃକ୍ଷ ବୋଲି କୁହାଯାଏ । ଉଦ୍ଭିଦବିଜ୍ଞାନ ର ନାମାନୁସାରେ ଏହାକୁ ଫାଇକସ ବେଙ୍ଘାଲେନସିସ( Ficus Benghalensis) କୁହାଯାଏ ।ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କ ଦ୍ଵାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲାପରେ ଏହାର ଡାଳରୁ ଓହଳ ବାହାରି ମାଟିରେ ଲାଗିଯାଏ । ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗ କାଳରେ ପ୍ରତି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବର ବୃକ୍ଷ

Read More »
ଜୀବନଚର୍ଯ୍ୟା

ମେଡିସିନରେ ଦୁଇ ଜଣ ବୈଜ୍ଞାନିକ ପାଇବେ ନୋବେଲ

ଚଳିତ ବର୍ଷ ପାଇଁ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆଜି ଚିକିତ୍ସା କ୍ଷେତ୍ର ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି। ଏଥର ଦୁଇ ଜଣ ମିଳିତ ଭାବେ ନୋବେଲ ପାଇବେ। ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନଙ୍କୁ ନୋବେଲ ଦିଆଯିବ। ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନେ ଏହି ପୁରସ୍କାର ପାଇବେ। ଉଭୟଙ୍କୁ ମାଇକ୍ରୋ ଆରଏନଏ (microRNA)ର ସନ୍ଧାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ। ପୁରଷ୍କାର ଘୋଷଣା ସମୟରେ ନୋବେଲ

Read More »
ଜୀବନଚର୍ଯ୍ୟା

କିଟ୍‍, କିସ୍‍ ଓ ଜାପାଇଗୋ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ଜନଜାତି ସ୍ୱାସ୍ଥ୍ୟ ବିକାଶ ଓ ଯୁବ ସଶକ୍ତିକରଣ ନେଇ କିଟ୍‍, କିସ୍‍ ଓ ଜାପାଇଗୋ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଟ୍ରାଇବାଲ୍‍ ହେଲ୍‍ଥ ରିସର୍ଚ୍ଚ ଇନୋଭେସନ୍‍ ଆଣ୍ଡ ଭୋକେସନାଲ୍‍ ଏମପାୱାରମେଣ୍ଟ (ଥ୍ରାଇଭ୍‍) ଶୀର୍ଷକ ବୁଝାମଣା ପତ୍ରରେ କିଟ୍‍ ବିଶ୍ୱବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ଓ ଜାପାଇଗୋ ପକ୍ଷରୁ ଡ. ସୋମେଶ କୁମାର ସ୍ୱାକ୍ଷର କରିଥିଲେ । କିଟ୍‍ ଓ କିସ୍‍

Read More »

କିମ୍‍ସରେ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳିତ

ଭୁବନେଶ୍ୱର : ଆତ୍ମହତ୍ୟା ପ୍ରତିରୋଧ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ କିମ୍‍ସ ମାନସିକ ରୋଗ ବିଭାଗ ପକ୍ଷରୁ ମଙ୍ଗଳବାର ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆତ୍ମହତ୍ୟା ପ୍ରବୃତ୍ତିକୁ ଚିହ୍ନଟ କରିବା ଓ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସାର ଆହ୍ୱାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଚଳିତବର୍ଷର ବିଷୟବସ୍ତୁ ଥିଲା ‘କୋମ୍‍ବାଟିଂ ଷ୍ଟିଗ୍‍ମା: ଚେଞ୍ଜିଂ ଦ ନେରେଟିଭ ଅନ୍‍ ସୁଇସାଇଡ୍‍’ । ଏହି ଅବସରରେ ଆଲୋଚନାରେ ଅଂଶଗ୍ରହ କରି ଅତିଥି ଓ ବିଶେଷଜ୍ଞମାନେ

Read More »
ଜୀବନଚର୍ଯ୍ୟା

କିମ୍‍ସରେ ଡେଙ୍ଗୁ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍‍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ଭାରତର ପ୍ରଥମ ସ୍ୱଦେଶୀ ଡେଙ୍ଗୁ ଟିକା ‘ଡେଙ୍ଗିଆଲ୍‍’ ପାଇଁ କ୍ଲିନିକାଲ୍‍ ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ଆଜି କିମ୍‍ସରେ ଆରମ୍ଭ ହୋଇଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‍ଆର୍‍) ସହଯୋଗରେ ପାନାସିଆ ବାୟୋଟେକ୍‍ ଦ୍ୱାରା ବିକଶିତ ସ୍ୱଦେଶୀ ଟେଟ୍ରାଭେଲାଣ୍ଟ ଡେଙ୍ଗୁ ଟିକାର କାର୍ଯ୍ୟକାରିତାକୁ ମୂଲ୍ୟାଙ୍କନ କରିବାକୁ ଏହି ପରୀକ୍ଷଣ ଆରମ୍ଭ କରାଯାଇଛି । ଭାରତର ୧୮ଟି ରାଜ୍ୟର ୧୮ଟି ସ୍ଥାନ ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଓଡ଼ିଶାର ଏକମାତ୍ର ହସ୍‍ପିଟାଲ୍‍ ଭାବେ କିମ୍‍ସ ତୃତୀୟ

Read More »
ଜୀବନଚର୍ଯ୍ୟା

ମିସ୍ ଇଣ୍ଡିଆ ଫାଇନାଲରେ ଓଡିଆ ଝିଅ ଅନନ୍ୟା

ଫେମିନା ମିସ୍ ଇଣ୍ଡିଆ ଫାଇନାଲରେ ଏଣ୍ଟ୍ରି କଲେ ଓଡିଆ ଝିଅ ଅନନ୍ୟା। ଏକମାତ୍ର ଓଡିଆ ଝିଅ ଭାବେ ମିସ୍ ଇଣ୍ଡିଆ ଫାଇନାଲରେ ସେ ଏଣ୍ଟ୍ରି କରିଛନ୍ତି। ଅଗଷ୍ଟ ୮ରେ କୋଲକାତାରେ ଆୟୋଜିତ ଇଷ୍ଟ ଜୋନ୍ ପାଇଁ ଆୟୋଜିତ ପ୍ରଥମ ଅଡିସନ୍‌ର ଟପ୍ ୫ରେ ସ୍ଥାନ ପାଇଥିଲେ। ଏହାପରେ ସେ ବର୍ତ୍ତମାନ ଫେମିନା ମିସ୍ ଇଣ୍ଡିଆ ଫାଇନାଲରେ ପହଂଚିଛନ୍ତି। ଓଡିଶାର କଟକ ଜିଲ୍ଲାରେ ଅନନ୍ୟା ପଣ୍ଡାଙ୍କ ଘର। ପିଲାବେଳୁ ମଡେଲିଂ ପ୍ରତି ଅନନ୍ୟାଙ୍କ ଦୁର୍ବଳତା ରହିଥିଲା।  ଛୋଟ ବେଳରୁ

Read More »
ଅପରାଧ

ରାଜ୍ୟରେ ଆଉ ଚାଲିପାରିବ ନାହିଁ ଡ୍ୟାନ୍ସ ବାର

ରାଜ୍ୟରେ ଆଉ ଡ୍ୟାନ୍ସ ବାର ଚାଲିପାରିବ ନାହିଁ । ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ପାଖରେ ଥିବା ମଦ ଦୋକାନଗୁଡ଼ିକୁ ବି ବନ୍ଦ କରାଯିବ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପି ସରକାରଙ୍କ ଆଭିମୁଖ୍ୟ ପୂରା ସ୍ପଷ୍ଟ । ଯାହା କହୁଛୁ ସେଥିରେ ସ୍ପଷ୍ଟତା ଅଛି ଓ ତାକୁ କାର୍ଯ୍ୟରେ କରି ଦେଖାଇବୁ

Read More »
ଜୀବନଚର୍ଯ୍ୟା

ଲାଲ୍‌କିଲ୍ଲାରୁ ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶରେ ୭୮ତମ ସ୍ବାଧୀନତା ଦିବସ ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶର ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଛାତ୍ରଛାତ୍ରୀମାନେ ଡାକ୍ତରୀ ପାଠ୍ୟକ୍ରମ ଅଧ୍ୟୟନ ପାଇଁ ବିଦେଶ ଯାଉଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଆମେ ମେଡିକାଲ ସିଟ୍ ସଂଖ୍ୟାକୁ ୧ ଲକ୍ଷକୁ ବୃଦ୍ଧି କରିଛୁ। ଛାତ୍ରଛାଚ୍ରୀମାନଙ୍କୁ ବିଭିନ୍ନ ଦେଶକୁ ଡାକ୍ତରୀ ପଢ଼ିବାକୁ ଯାଉଛନ୍ତି। ପ୍ରାୟ ୨୫ ହଜାର ଯୁବବର୍ଗ ଡାକ୍ତରୀ ଶିକ୍ଷା

Read More »