Live Odisha Tv

ବ୍ୟକ୍ତିତ୍ଵ

କ୍ରୀଡା

ପୁଣି ଥରେ ଆଇଓସିର ସଦସ୍ୟ ହେଲେ ନୀତା ଅମ୍ବାନୀ

ମୁମ୍ବାଇ:  ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ଭରସା କରିଛି। ସର୍ବସମ୍ମତି କ୍ରମେ ସେ ଆଇଓସିର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି ଏବଂ ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ଅର୍ଥାତ୍ ୧୦୦ ପ୍ରତିଶତ ତାଙ୍କୁ ମିଳିଛି । ୨୦୧୬ ରେ ରିଓ ଡି ଜେନେରିଓ ଅଲିମ୍ପିକ୍ ଗେମ୍ସରେ ନୀତା ଅମ୍ବାନୀ ପ୍ରଥମ ଥର ପାଇଁ ଆଇଓସି ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ

Read More »
ଦେଶ ବିଦେଶ

ଜାପାନ କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍

ଭୁବନେଶ୍ୱର : ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଶ୍ରୀ ସାମନ୍ତଙ୍କର ୫୮ତମ ସମ୍ମାନସୂଚକ ଡକ୍ଟୋରେଟ୍‍। ପ୍ରଥମ ଭାରତୀୟ ଭାବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ୍‍ନାଭିସ୍‍ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଏହି ସମ୍ମାନ ପାଇବାରେ ଶ୍ରୀ ସାମନ୍ତ ହେଉଛନ୍ତି

Read More »
ତାଜା ଖବର

ପ୍ରଭାତ ଝାଙ୍କ ପରଲୋକରେ ବିଜେପିର ଶୋକ

ମଧ୍ୟପ୍ରଦେଶ ବିଜେପିର ପୂର୍ବ ଅଧ୍ୟକ୍ଷ ତଥା ପୂର୍ବ ରାଜ୍ୟସଭା ସାଂସଦ ପ୍ରଭାତ ଝାଙ୍କ ପରଲୋକ ହୋଇ ଯାଇଛି। ନୂଆଦିଲ୍ଲୀର ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି । ପ୍ରଭାତ ଝା ୩ ଥର ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିବା ବେଳ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବି ସମ୍ଭାଳି ସାରିଛନ୍ତି। ନିଜ କ୍ୟାରିଅର ଆରମ୍ଭରୁ ସେ ଗୋୱାଲିୟରର ସ୍ୱଦେଶ ପେପରରେ ସାମ୍ବାଦିକ ଭାବେ କାମ କରୁଥିଲେ। ବୟସାଧୀକ ହେତୁ ବିଭିନ୍ନ ସମସ୍ୟା ଦେଖାଦେବାରୁ

Read More »
ଦେଶ ବିଦେଶ

ବିବାହ କଲେ ଅନନ୍ତ ରାଧିକା

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ନିଜର ପ୍ରେମିକା ରାଧିକା ମର୍ଚେଣ୍ଟଙ୍କ ବିବାହରେ ଦେଶ–ବିଦେଶରୁ ଜଣାଶୁଣା ଲୋକଙ୍କ ଆଗମନ ହେଉଛି। ଅନନ୍ତ–ରାଧିକାଙ୍କ ବିବାହ ମହୋତ୍ସବ ତିନିଦିନ ଯାଏଁ ଜାରି ରହିବ। ଆଜି ଶୁଭ ଆଶୀର୍ବାଦ (ଆଶୀର୍ବାଦ ସମାରୋହ)ର ଆୟୋଜନ ଅଛି। ସେହିପରି ୧୪ରେ ମଙ୍ଗଳ ଉତ୍ସବ ପାଇଁ କାର୍ଯ୍ୟସୂଚୀ ରହିଛି। ଅନ୍ତିମ ଦିନରେ ଭବ୍ୟ ପ୍ରୀତିଭୋଜନ କାର୍ଯ୍ୟକ୍ରମ ରହିଛି। ଶିଳ୍ପପତିଙ୍କ ପୁଅ–ବୋହୂଙ୍କ ବିବାହରେ ବଲିଉଡର ପ୍ରାୟ କଳାକାର ଯୋଗଦେଦେବ। ଏଥି

Read More »
ବ୍ୟକ୍ତିତ୍ଵ

ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି । କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଇଣ୍ଡିଆନ୍‍ ସୋସାଇଟି ଫର୍‍ ଟେକ୍‍ନିକାଲ୍‍ ଏଜୁକେସନ୍‍ (ଆଇଏସଟିଇ)ର ୫୩ତମ ଜାତୀୟ ବାର୍ଷିକ ସମ୍ମିଳନୀରେ ଆଜି ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆଇଏସଟିଇର କାର୍ଯ୍ୟକାରୀ ସମ୍ପାଦକ ଡ଼.ଏସ୍‍.ଏମ୍‍.ଅଲ୍ଲୀ ଏବଂ କୋଷାଧ୍ୟକ୍ଷ ପ୍ରଫେସର ଜି. ମାଲାସେଠୀଙ୍କ ଉପସ୍ଥିତିରେ ଆଇଏସଟିଇର ସଭାପତି ପ୍ରଫେସର ପ୍ରତାପ ସିଂ କାକାସାହେବ ଦେଶାଇ ଶ୍ରୀ ସାମନ୍ତଙ୍କୁ

Read More »
ବ୍ୟକ୍ତିତ୍ଵ

ଅଚ୍ୟୁତ ସାମନ୍ତଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୧ଲକ୍ଷ ୨୮ ହଜାର ଟଙ୍କା

ଭୁବନେଶ୍ୱର: କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢ଼ୁଥିବା ଅଚ୍ୟୁତ ସାମନ୍ତ ମେ ୨ ତାରିଖରେ ନାମାଙ୍କନ ଦାଖଲ କରିଛନ୍ତି । ଏଥିରେ ସେ ଦେଇଥିବା ସତ୍ୟପାଠରେ ତାଙ୍କ ନାମରେ ୧୦ଲକ୍ଷ ଟଙ୍କା ରହିଥିବା ବେଳେ ତାଙ୍କ ପାଖରେ ନଗଦ ୨୦ ହଜାର ୫ଶହ ଟଙ୍କା ରହିଥିବା ଦର୍ଶାଇଛନ୍ତି । ସାଂସଦ ଭାବେ ମିଳିଥିବା ବେତନରୁ ଏହି ୧୦ ଲକ୍ଷ ଟଙ୍କା ରହିଛି । ପୈତୃକ ସମ୍ପତ୍ତିରୁ ସାତ

Read More »