ରାଜ୍ୟସଭାକୁ ୧୨ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ସଂସଦର ଉଚ୍ଚ ସଦନ ଅର୍ଥାତ ରାଜ୍ୟସଭାକୁ ଆଜି ୧୨ ଜଣ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହା ମଧ୍ୟରେ ବିଜେପିର ୯ ଜଣ ଓ ଆଉ ୨ ଜଣ ସଦସ୍ୟ ସହଯୋଗୀ ଦଳରୁ ରାଜ୍ୟସଭାର ସାଂସଦ ହୋଇଛନ୍ତି। ୧୧ ରାଜ୍ୟସଭା ଆସନ ହାସଲ କରିବା ପରେ ରାଜ୍ୟସଭାରେ କୌଣସି ବିଲ୍ ପାସ୍ କରାଇବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ହୋଇଯାଇଛି।ଆଜି ବିଜେପି ଟିକେଟରୁ ୯ ଜଣ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ଯିବା…