Live Odisha Tv

ତାଜା ଖବର

ତାଜା ଖବର

ଗଣେଶ ପୂଜା ପାଇଁ ଉତ୍ସବମୁଖର ଗାଁଠୁ ସହର

ଆଜି ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି । ଆଜିର ଦିନରେ ବିଘ୍ନ ବିନାଶନ ଗଜାନନଙ୍କୁ ପୂଜା କରାଯାଏ । ପ୍ରଭୁ ଗଣେଶ ବିଦ୍ୟାର ଦେବତା।  ଆଦିଦେବଙ୍କ ପୂଜା ପାଇଁ ଉତ୍ସବମୁଖରିତ ଗାଁଠୁ ସହର। ସୁସଜ୍ଜିତ ପୂଜା ପେଣ୍ଡାଲରେ ପୂଜା ପାଇବେ ବିଘ୍ନହର୍ତ୍ତା। ଗଜାନନଙ୍କ ଆରାଧନାରେ ବିଭୋର ହେବେ ଭକ୍ତ। ବିଭିନ୍ନ ମନ୍ଦିର, ଶିକ୍ଷାନୁଷ୍ଠାନ ଓ ସରକାରୀ ଘରୋଇ ଅନୁଷ୍ଠାନ ଗୁଡିକରେ ପ୍ରାତଃ କାଳରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମଣ୍ଡପ ଗୁଡ଼ିକରେ

Read More »
ଅପରାଧ

ଭାରତରେ ଟେଲିଗ୍ରାମ ଆପ ହୋଇପାରେ ବ୍ୟାନ୍‌

ବଢୁଛି ଟେଲିଗ୍ରାମ ମେସେଜିଂ ଆପର ଅଡୁଆ | ଡାଟା ଚୋରି ଅଭିଯୋଗରେ ଭାରତରେ ହୋଇପାରେ ବ୍ୟାନ୍‌ | ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ମେସେଜିଂ ଆପ୍ ଉପରେ ଭାରତ ସରକାର ଯାଞ୍ଚ କରୁଛନ୍ତି । ଟେଲିଗ୍ରାମର ସିଇଓ ପାୱେଲ୍ ଡୁରୋବ ଡାଟା ଚୋରି କିମ୍ବା ଜୁଆ କାରବାରରେ ଆପ୍ ଜଡ଼ିତ ଥିବା ଅଭିଯୋଗରେ ଗିରଫ ହୋଇଥିବାବେଳେ ଅଭିଯୋଗର ସତ୍ୟାସତ୍ୟ ଉପରେ ତଦନ୍ତ ଚାଲିଛି । ପ୍ୟାରିସର ବାହରୱାର୍ଗେଣ୍ଟ ବିମାନ ବନ୍ଦରରେ ଟେଲିଗ୍ରାମର ପ୍ରତିଷ୍ଠାତା ଏବଂ ସିଇଓ

Read More »
ତାଜା ଖବର

ତାଳ ଗଛ ଲଗାଇବା ପାଇଁ ୭ କୋଟି ଟଙ୍କା

ଭୁବନେଶ୍ୱର : ରାଜ୍ୟରେ ବଜ୍ରପାତ ସଂଖ୍ୟା ବଢ଼ି ଚାଲିଥିବାରୁ ତାଳ ଗଛ ଲଗାଇବା ପାଇଁ ରାଜ୍ୟ ସରକାର ୭ କୋଟି ଟଙ୍କା ବନ ବିଭାଗକୁ ଦେଇଛନ୍ତି । ଆଜି  ବିଧାନସଭା ପ୍ରଶ୍ନକାଳରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି  ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ସରକାର ପାଖରେ  ଯଥେଷ୍ଟ ପାଣ୍ଠି ଅଛି। ବର୍ତମାନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ୨୩୦୦ କୋଟି ଟଙ୍କା

Read More »
ତାଜା ଖବର

ଛାତ୍ରଛାତ୍ରୀମାନଙ୍କୁ ବର୍ଷକୁ ୫ ହଜାର ହାତଖର୍ଚ୍ଚ

ଭୁବନେଶ୍ବର: ଅଧାରୁ ପାଠ ଛାଡୁଥିବା ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଆର୍ଥିକ ସ୍ବଚ୍ଛଳ ନ ଥିବା କାରଣରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଜାରି ରଖିବା ପାଇଁ ଏଣିକି ସରକାର ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବର୍ଷକୁ ୫ ହଜାର ଟଙ୍କାର ହାତଖର୍ଚ୍ଚ ପ୍ରଦାନ କରିବେ। ଏହା ଦ୍ବାରା ରାଜ୍ୟର ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ

Read More »
ଜୀବନଚର୍ଯ୍ୟା

କିମ୍‍ସରେ ଡେଙ୍ଗୁ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍‍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ଭାରତର ପ୍ରଥମ ସ୍ୱଦେଶୀ ଡେଙ୍ଗୁ ଟିକା ‘ଡେଙ୍ଗିଆଲ୍‍’ ପାଇଁ କ୍ଲିନିକାଲ୍‍ ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ଆଜି କିମ୍‍ସରେ ଆରମ୍ଭ ହୋଇଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‍ଆର୍‍) ସହଯୋଗରେ ପାନାସିଆ ବାୟୋଟେକ୍‍ ଦ୍ୱାରା ବିକଶିତ ସ୍ୱଦେଶୀ ଟେଟ୍ରାଭେଲାଣ୍ଟ ଡେଙ୍ଗୁ ଟିକାର କାର୍ଯ୍ୟକାରିତାକୁ ମୂଲ୍ୟାଙ୍କନ କରିବାକୁ ଏହି ପରୀକ୍ଷଣ ଆରମ୍ଭ କରାଯାଇଛି । ଭାରତର ୧୮ଟି ରାଜ୍ୟର ୧୮ଟି ସ୍ଥାନ ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଓଡ଼ିଶାର ଏକମାତ୍ର ହସ୍‍ପିଟାଲ୍‍ ଭାବେ କିମ୍‍ସ ତୃତୀୟ

Read More »
ତାଜା ଖବର

ଜିଏସଟି ଆଦାୟରେ ୧୦ ପ୍ରତିଶତ ଅଭିବୃଦ୍ଧି

ନୂଆଦିଲ୍ଲୀ : ଅଗଷ୍ଟରେ ମୋଟ ଜିଏସଟି ଆଦାୟ ୧୦ ପ୍ରତିଶତ ଅଭିବୃଦ୍ଧି ସହ ୧.୭୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗତ ମାସ ଅଗଷ୍ଟମାସରେ ଉଲ୍ଲେଖନୀୟ ଜିଏସଟି ଆଦାୟ ହୋଇଛି ଏବଂ ଜିଏସଟି ସଂଗ୍ରହର ଏହି ତଥ୍ୟ ସବୁ କ୍ଷେତ୍ରରେ ସାମଗ୍ରୀ ଓ ସେବା ଟିକସ ବୃଦ୍ଧି ଦେଖାଉଛି। ଜିଏସଟି ଆଦାୟ ମଧ୍ୟରେ କେନ୍ଦ୍ରୀୟ ଜିଏସଟି (ସିଜିଏସଟି), ରାଜ୍ୟ ଜିଏସଟି (ଏସଜିଏସଟି) ଏବଂ ସମନ୍ୱିତ ଜିଏସଟି (ଆଇଜିଏସଟି)

Read More »
ତାଜା ଖବର

ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ:  ଉପଭୋକ୍ତାଙ୍କ ଉପରେ ପୁଣି ମହଙ୍ଗା ମାଡ଼ ହୋଇଛି। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ସଂଶୋଧିତ ହାର ଅନୁଯାୟୀ ୧ ସେପ୍ଟେମ୍ବରଠାରୁ ବ୍ୟବସାୟିକ  ଗ୍ୟାସ ସିଲିଣ୍ଡରର ଦରରେ ୩୯  ଟଙ୍କା ବୃଦ୍ଧି କରାଯାଇଛି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ସେପ୍ଟେମ୍ବର ୧ ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ଉପଲବ୍ଧ ହେବ। ତେବେ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ

Read More »
କ୍ରୀଡା

ପ୍ରିୟାଂଶ ଆର୍ଯ୍ୟ ୬ ବଲରେ ମାରିଲେ ୬ ଛକା

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ତର ଯୁବରାଜ ସିଂହ ଭଳି ଚମକିଛନ୍ତି ଆଉ ଜଣେ ଯୁବ ଭାରତୀୟ। ସେ ମଧ୍ୟ ଯୁବରାଜଙ୍କ ଭଳି ୬ ବଲରେ ମାରିଛନ୍ତି ୬ ଛକା। କେବଳ ସେ ୬ ବଲରେ ୬ ଛକା ମାରି ନାହାନ୍ତି, ବରଂ ଶତକ ମଧ୍ୟ ହାସଲ କରିଛନ୍ତି। ଯୁବ ଭାରତୀୟ ଷ୍ଟାର ଜଣଙ୍କ ହେଲେ ପ୍ରିୟାଂଶ ଆର୍ଯ୍ୟ। ସେ ୬ ବଲରେ ଛକା ମାରିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବର୍ତ୍ତମାନ ଦିଲ୍ଲୀ ପ୍ରିମିୟର ଟି-୨୦ ଲିଗ

Read More »
ତାଜା ଖବର

‘ସୁଭଦ୍ରା’ ଯୋଜନା ପାଇଁ ଆଜିଠାରୁ ଆବେଦନ

ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ। ସେଥିପାଇଁ ଅଙ୍ଗନବାଡି କେନ୍ଦ୍ରରେ ଲାଗିଛି ଲମ୍ୱା ଲାଇନ। ଅଙ୍ଗନବାଡି କେନ୍ଦ୍ର ବ୍ୟତୀତ ବ୍ଲକ୍‌ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼। ଏମିତି କି ଗାଁରେ ଘର ଘର ବୁଲି ଫର୍ମ ବାଣ୍ଟୁଛନ୍ତି ଅଙ୍ଗନବାଡି ଦିଦି। ତା’ସହିତ ଫର୍ମ କେମିତି ପୂରଣ କରିବେ, ଆଉ କେଉଁ କେଉଁ ପ୍ରମାଣପତ୍ର ଦେଇ ଆବେଦନ କରିବେ ସେ ନେଇ ମଧ୍ୟ

Read More »
ଅପରାଧ

ହିନ୍ଦୁ ଶିକ୍ଷକଙ୍କୁ ଚାକିରିରୁ ବଳପୂର୍ବକ ଇସ୍ତଫା

ନୂଆଦିଲ୍ଲୀ: ଶେଖ ହସିନା ସରକାରଙ୍କ ପତନ ପରେ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର ମାମଲା କ୍ରମାଗତ ବଢିବାରେ ଲାଗିଛି । ସଦ୍ୟତମ ଘଟଣାକ୍ରମେ ସେଠାରେ ପିଲାଙ୍କୁ ପାଠ ପଢାଉଥିବା ହିନ୍ଦୁ ଶିକ୍ଷକଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି । ସେମାନଙ୍କଠୁ ବଳପୂର୍ବକ ଇସ୍ତଫା ନିଆଯାଉଛି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ପଡୋଶୀ ଦେଶରେ  ଏ ପର୍ଯ୍ୟନ୍ତ ଅତି କମରେ ୫୦ ହିନ୍ଦୁ ଶିକ୍ଷକଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଛି । ବାଂଲାଦେଶର ବରିଶପାଲର ବେକରଗଞ୍ଜ

Read More »