ତାଜା ଖବର

ତାଜା ଖବର

ଇମିଗ୍ରେସନ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ଶପଥ ଗ୍ରହଣ କରିବା ପରେ ତାଙ୍କ ପ୍ରଶାସନ ଇମିଗ୍ରେସନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିବାକୁ ଯୋଜନା କରିଥିଲା। ଯୋଜନା ସମ୍ପର୍କରେ ଅବଗତ ଥିବା ଜଣେ ଅଧିକାରୀ କହିଛନ୍ତି, ଆମେ ସାରା ଦେଶରେ ଏକ ଅଭିଯାନ ଚଳାଇବାକୁ ଯାଉଛୁ। ନ୍ୟୁୟର୍କରେ ଗିରଫଦାରୀ ଦେଖିବାକୁ ମିଳିପାରେ। ମିଆମିରେ ମଧ୍ୟ ଗିରଫଦାରୀ ଦେଖିବାକୁ ମିଳିବ। ଇମିଗ୍ରେସନ୍ ବିରୋଧରେ ବଡ଼ଧରଣର ଅଭିଯାନ ଆରମ୍ଭ ହେବ। ମଙ୍ଗଳବାର ଶିକାଗୋରେ ଇମିଗ୍ରେସନ ବିରୋଧରେ ପ୍ରଶାସନ ଏକ ବଡ଼ଧରଣର ଅଭିଯାନ ଚଳାଇବାକୁ

Read More »
ତାଜା ଖବର

ମହାକୁମ୍ଭ ମେଳାରେ ଭୟଙ୍କର ଅଗ୍ନିକାଣ୍ଡ

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ମେଳାରେ ବଡ଼ ଧରଣର ଅଘଟଣ । ମହାକୁମ୍ଭ ମେଳାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଶାସ୍ତ୍ରୀ ବ୍ରିଜ୍ ନିକଟ କ୍ୟାମ୍ପରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ନିଆଁ ଲାଗିବା ପରେ ଚାରିଆଡ ଧୂଆଁମୟ ହୋଇଯାଇଛି । ଗୋଟିଏ ପରେ ଗୋଟିଏ ଟେଣ୍ଡକୁ ଏହି ନିଆଁ ବ୍ୟାପିବାରେ ଲାଗିଛି । ନିଆଁ ଲାଗିବାର ଖବର ପାଇବା ମାତ୍ରେ ତୁରନ୍ତ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି । ତେବେ ଏଇ ଭୟଙ୍କର

Read More »
ତାଜା ଖବର

ସିନ୍‍ସିନାଟି ବିଶ୍ୱବିଦ୍ୟାଳୟ ସଭାପତିଙ୍କୁ ସମ୍ମାନ

ଭୁବନେଶ୍ୱର :  ଆମେରିକାର ସିନ୍‍ସିନାଟି ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ନେଭେଲି ଜି ପିଣ୍ଟୋଙ୍କୁ ଆଜି କିସ୍‍ ପକ୍ଷରୁ ସମ୍ମାନଜନକ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନୀତ କରାଯାଇଛି । ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଏହି ସମ୍ମାନ ଗ୍ରହଣକରି ପିଣ୍ଟୋ ଶିକ୍ଷା ଓ ଜନଜାତିଙ୍କ ସଶକ୍ତିକରଣ କ୍ଷେତ୍ରରେ ଅଚ୍ୟୁତ ସାମନ୍ତଙ୍କ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ । ସେ କହିଲେ,

Read More »
ତାଜା ଖବର

୨୫ ସୁଦ୍ଧା ନୂଆ ସଭାପତିଙ୍କ ନା ଘୋଷଣା

କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ । ସୋମବାର ଦିଲ୍ଲୀରେ କୋର କମିଟି ବୈଠକରେ ଆଲୋଚନା ରାଜ୍ୟ ସଂଗଠନ ନିର୍ବାଚନ ନେଇ ହୋଇଛି ଆଲୋଚନା । ଯେଉଁଥିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ଆଦି ନେତା ଉପସ୍ଥିତ ଥିଲେ । ରାଜ୍ୟରେ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ସହ ନୂଆ ମଙ୍ଗୁଆଳ

Read More »
ତାଜା ଖବର

କେନ୍ଦୁଝରରେ ନିର୍ମାଣ ହେବ ଷ୍ଟିଲ୍‌ ପ୍ଲାଣ୍ଟ

ଭୁବନେଶ୍ବର: ଖଣିଜ ସଂପଦରେ ପରିପୂର୍ଣ୍ଣ କେନ୍ଦୁଝରରେ ବୃହତ୍‌ ଷ୍ଟିଲ୍‌ କାରଖାନା ନିର୍ମାଣ ହେବାର ଆଶା ଅଧିକ ଦେଖାଦେଇଛି। କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁଣି ଥରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି। ଜିଲ୍ଲାରେ ହେବାକୁ ଥିବା ଏହି କାରଖାନା ପାଇଁ ଚଳିତ ମାସ ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ‘ଉତ୍କର୍ଷ ଓଡ଼ିଶା’ କନ୍‌କ୍ଲେଭ୍‌ରେ ଏଥି ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇପାରେ। ଏହି କାରଖାନା ନିର୍ମାଣ ପାଇଁ ୬୫ ହଜାର କୋଟି ଟଙ୍କା

Read More »
ତାଜା ଖବର

୨୨ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ

ଆଜିଠୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନାକୁ ଦୃଷ୍ଟିରେ ରଖି ଆଜିଠୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା । ଏହାସହିତ ନଦୀ ଜଳ ସ୍ଥିର ହେବା ପରେ ହିଁ କୁମ୍ଭୀର ଗଣନା ଆରମ୍ଭ ହେଉଥିବା ଯୋଗୁଁ ବୋଟ ଚଳାଚଳ ମଧ୍ୟ ବନ୍ଦ ରହିବ । ତେବେ ସକାଳ ଓ ସଂଧ୍ୟାରେ ହୁଲି ଡଙ୍ଗା ସାହାର୍ଯ୍ୟରେ କୁମ୍ଭୀର ଗଣନା କରାଯିବାକୁ ଥିବା ବେଳେ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ

Read More »
ତାଜା ଖବର

ମାଟ୍ରିକ ପ୍ରଶ୍ନପତ୍ରରେ ବାର୍ କୋଡ୍‌ ବ୍ୟବସ୍ଥା

କଟକ :  ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ। ଚଳିତ ବର୍ଷ ବୋର୍ଡ ପକ୍ଷରୁ ହେବାକୁ ଯାଉଥିବା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ବାର୍ କୋଡ୍‌ ସହ ୱାଟର ମାର୍କ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ, କେଉଁଠୁ ହୋଇଛି ଜଣାପଡ଼ିବ।ବର୍ତ୍ତମାନ ପରୀକ୍ଷା ମୂଳକ ଭାବରେ ଓଡିଶା ସେକେଣ୍ଡାରୀ ହାଇସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ OSSTETରେ ଏହାକୁ ପ୍ରଶ୍ନ ପତ୍ରରେ ବ୍ୟବହାର କରାଯାଇଛି। ଆସନ୍ତା ୧୭ ତାରିଖରେ ପରୀକ୍ଷା ଅଛି ଯଦି

Read More »
ତାଜା ଖବର

୧୬ରେ ଉଦ୍‌ଯାପିତ ହେବ ବୌଦ୍ଧ ସମ୍ମିଳଳୀ

ବିଶ୍ୱ ଶାନ୍ତି ପାଇଁ ଚାଲିଛି ପ୍ରାର୍ଥନା ଓ ମନ୍ତ୍ର ପାଠ। ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀଙ୍କ ପ୍ରାର୍ଥନାରେ କମ୍ପୁଛି ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଦୟଗିରି ଓ ରତ୍ନଗିରି। ସ୍ନେହ, ପ୍ରେମ ଶ୍ରଦ୍ଧାର‌ ବାର୍ତ୍ତା ସହ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ନିକଟରେ ଚାଲିଛି ପ୍ରାର୍ଥନା। ଗୌତମ ବୁଦ୍ଧଙ୍କ ପ୍ରତି ଆକୃଷ୍ଟ ହୋଇ ଏକାଠୀ ହେଲେ ୧୭‌ଟି ଦେଶର ପ୍ରାୟ ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀ। ଓଡ଼ିଶାରେ ବୌଦ୍ଧଙ୍କ କୀର୍ତ୍ତିରାଜ, ଐତିହ୍ୟ ଦେଖି ସେମାନେ ବିମୋହିତ ହୋଇଛନ୍ତି।

Read More »
ତାଜା ଖବର

ହସ୍ପିଟାଲରେ ହାସ୍ୟ ଅଭିନେତା ଟିକୁ ତଲସାନିଆ

ମୁମ୍ବାଇ : ଟେଲିଭିଜନ୍ ଏବଂ ବଲିଉଡ୍ ଦୁନିଆର ନାମୀଦାମୀ କଳାକାର ତଥା ବରିଷ୍ଠ ହାସ୍ୟ ଅଭିନେତା ଟିକୁ ତଲସାନିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କୁ ହୃଦ ଘାତ ଆସିଥିବା ପ୍ରାଥମିକ ଚିକିତ୍ସାରୁ ଜଣାପଡ଼ିଛି । ୭୦ ବର୍ଷୀୟ ଟିକୁ ତଲସାନିଆ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି

Read More »
ତାଜା ଖବର

ଦିଲ୍ଲୀ ନିର୍ବାଚନ ଲାଗି ବିଜେପିର ୨ୟ ତାଲିକା ଜାରି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ୨୯ ଜଣ ପ୍ରାର୍ଥୀଙ୍କ ନାମ ସହ ଦ୍ୱିତୀୟ ତାଲିକା ଜାରି କରିଛି। ଏଥିରେ କପିଲ ମିଶ୍ରଙ୍କୁ କରାୱଲ ନଗରରୁ ଟିକେଟ ଦିଆଯାଇଛି । ଅନ୍ୟ ପ୍ରାର୍ଥୀମାନେ ହେଲେ ନରେଲାରୁ ରାଜ କରଣ ଖତ୍ରୀ, ତିମାରପୁରରୁ ସୂର୍ଯ୍ୟ ପ୍ରକାଶ ଖତ୍ରୀ, ମୁଣ୍ଡକାରୁ ଗଜେନ୍ଦ୍ର ଦାରାଳ ଓ କିରାରିରୁ ବଜରଙ୍ଗ ଶୁକ୍ଳା। ସୁଲତାନପୁର ମାଜରାରୁ କରମ ସିଂହ କର୍ମା, ଶକୁର ବସ୍ତି ଆସନରୁ କରମେଲ

Read More »