Live Odisha Tv

July 13, 2024

କ୍ରୀଡା

ସପୋର୍ଟ ଷ୍ଟାଫ୍ ଚୟନ ପାଇଁ ମାନସ ମନ୍ଥନ

ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି ଗୌତମ ଗମ୍ଭୀର। ବିସିସିଆଇ ତାଙ୍କୁ ଏହି ପଦରେ ନିଯୁକ୍ତି ଦେବା ପରଠାରୁ ଅନ୍ୟ କୋଚିଂ ସପୋର୍ଟ ଷ୍ଟାଫଙ୍କ ଚୟନ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଛି। ସଦ୍ୟ ଏକ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ୍ ଭାବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଜଣ୍ଟି ରୋଡ୍‌ସଙ୍କୁ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ ଗୌତମ ଗମ୍ଭୀର। ତେବେ ତାଙ୍କର

Read More »
ଦେଶ ବିଦେଶ

ବିବାହ କଲେ ଅନନ୍ତ ରାଧିକା

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ନିଜର ପ୍ରେମିକା ରାଧିକା ମର୍ଚେଣ୍ଟଙ୍କ ବିବାହରେ ଦେଶ–ବିଦେଶରୁ ଜଣାଶୁଣା ଲୋକଙ୍କ ଆଗମନ ହେଉଛି। ଅନନ୍ତ–ରାଧିକାଙ୍କ ବିବାହ ମହୋତ୍ସବ ତିନିଦିନ ଯାଏଁ ଜାରି ରହିବ। ଆଜି ଶୁଭ ଆଶୀର୍ବାଦ (ଆଶୀର୍ବାଦ ସମାରୋହ)ର ଆୟୋଜନ ଅଛି। ସେହିପରି ୧୪ରେ ମଙ୍ଗଳ ଉତ୍ସବ ପାଇଁ କାର୍ଯ୍ୟସୂଚୀ ରହିଛି। ଅନ୍ତିମ ଦିନରେ ଭବ୍ୟ ପ୍ରୀତିଭୋଜନ କାର୍ଯ୍ୟକ୍ରମ ରହିଛି। ଶିଳ୍ପପତିଙ୍କ ପୁଅ–ବୋହୂଙ୍କ ବିବାହରେ ବଲିଉଡର ପ୍ରାୟ କଳାକାର ଯୋଗଦେଦେବ। ଏଥି

Read More »
ଦେଶ ବିଦେଶ

ନଦୀକୁ ଖସିପଡିଲା ବସ୍‌

ପଡୋଶୀ ଦେଶ ‘ନେପାଳ’ରେ ଶୁକ୍ରବାର ଭୋର ସକାଳୁ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ମଧ୍ୟ ନେପାଳରେ ମଦନ–ଆଶ୍ରିତ ରାଜପଥରେ ଭୂସ୍ଖଳନ ହୋଇଛି। ଏହି କାରଣରୁ ୬୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ୨ଟି ବସ୍‌ ତ୍ରିଶୁଳୀ ନଦୀରେ ବହିଯାଇଛି। ୭ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଲୋକ ନିଖୋଜ ଅଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୀରଗଂଜ ଠାରୁ କାଠମାଣ୍ଡୁ ଯାଉଥିବା ଏକ ବସ୍‌ ତ୍ରିଶୁଳୀ ନଦୀରେ ଖସିପଡ଼ିଥିଲା। ଏଥିରେ ୭ ଜଣ ଭାରତୀୟଙ୍କ

Read More »
ତାଜା ଖବର

କାଲି ଖୋଲିବ ରତ୍ନଭଣ୍ଡାର !

କାଲି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। କେତେବେଳେ ଖୋଲିବ, ସେ ନିଷ୍ପତ୍ତି ନେବାକୁ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି। ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲିବା ନେଇ ଏସ୍‌ଓପିକୁ ସରକାର ମଂଜୁର କରିଛନ୍ତି ବୋଲି ସେ କହିଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, କାଲିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ଏହା କ୍ରମାଗତ ଭାବେ ଚାଲିବ। କେତେବେଳେ ଖୋଲିବ,

Read More »
ଦେଶ ବିଦେଶ

ଆସନ୍ତା ୧୮ ତାରିଖରେ ନିଟ ମାମଲାର ଶୁଣାଣି

ନୂଆଦିଲ୍ଲୀ : ନିଟ ମାମଲାର ଶୁଣାଣିକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଏନଟିଏ ଓ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠ ସମସ୍ତ ଆବେଦନକାରୀ ପକ୍ଷଙ୍କ ନିକଟରେ ପହଁଚି ନାହିଁ । ଏହି ସତ୍ୟପାଟ ପାଇବା ପରେ ପ୍ରତି ଜବାବ ଦାଖଲ କରିବେ ଆବେଦନକାରୀ ପକ୍ଷ । ଆସନ୍ତା ଶୁଣାଣି ପୂର୍ବରୁ ପ୍ରତି ଜବାବ ଦାଖଲ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ, ପରୀକ୍ଷା ସମ୍ବନ୍ଧରେ ଏକ

Read More »
ରାଜ୍ୟ

ଆସନ୍ତାକାଲି ଠାରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର : ଆସନ୍ତା କାଲି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବଢିବ ବର୍ଷାର ପରିମାଣ । ସେପଟେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି । ଆଜି ଉପକୂଳ ଓଡିଶାର କିଛିକିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହୋଇଛି । ଏନେଇ ୧୨ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି । ୮ ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା , ଗଞ୍ଜାମ , ଗଜପତି, ରାୟଗଡା,

Read More »