Live Odisha Tv

July 21, 2024

ତାଜା ଖବର

ସର୍ବଦଳୀୟ ବୈଠକରେ ଅନୁପସ୍ଥିତ ରହିଲେ ନବୀନ

ଆସନ୍ତାକାଲିଠୁ ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରବିବାର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଗୃହର କାର୍ଯ କିପରି ସୂଚାରୁ ରୂପେ ଚାଲିବ ସେ ନେଇ ଆଲୋଚନା ହୋଇଥିଲା । ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡ଼ାଙ୍କ ସମେତ ବିରୋଧୀଦଳ

Read More »
ତାଜା ଖବର

ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ନିଯୁକ୍ତ କରାଯାଇଛି । କୋରାପୁଟ ଜିଲ୍ଲାର ବରିଷ୍ଠ ଆଦିବାସୀ କଂଗ୍ରେସ ନେତା ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରିଛି ଅଖିଳ ଭାରତୀୟ କଂଗ୍ରେସ କମିଟି ।  ରାମଚନ୍ଦ୍ର କାଡ଼ାମ ୩ଥର ବିଧାୟକ ହୋଇଛନ୍ତି । ସେହିପରି ଅଶୋକ ଦାସ ବିଧାୟକ ଦଳର ଉପନେତା ଓ ବିଧାୟକ ସିଏସ ରାଜନ ଏକ୍କାଙ୍କୁ

Read More »
ରାଜ୍ୟ

ଆସନ୍ତାକାଲି ଶ୍ରାବଣ ମାସ ପ୍ରଥମ ସୋମବାର

ରାତି ପାହିଲେ ଆରମ୍ଭ ହେବ ପବିତ୍ର ଶ୍ରାବଣ ମାସ । ଦେବ ଦେବ ମହାଦେବଙ୍କ ମସ୍ତକରେ ପାଣି ଢାଳିବାକୁ ସଜବାଜ ହେଲେଣି କାଉଡ଼ିଆ । ଆସନ୍ତାକାଲି ହେଉଛି ଶ୍ରାବଣ ମାସ ପ୍ରଥମ ସୋମବାର । ସେଥିପାଇଁ କଟକ ମହାନଦୀ କୂଳ ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ଭିଡ ଜମିଛି । ଗୋଟେ ଦିନ ଆଗରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କାଉଡ଼ିଆ ଭକ୍ତମାନେ ଆସି ଗଡ଼ଗଡ଼ିଆ ଘାଟରୁ ପାଣି ନେଇ ବିଭିନ୍ନ ଶୈବ ପୀଠ ଅଭିମୁଖେ ବାହାରିଛନ୍ତି । ପ୍ରଥମେ ପୂଜା

Read More »
ତାଜା ଖବର

ସରକାରୀ ଜାଗାରେ ଶଙ୍ଖ ଭବନ !

ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାର ଗଠନ ପରେ ଅଡ଼ୁଆରେ ବିଜେଡି । ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ଚର୍ଚ୍ଚା ହେଉଛି ସଡ଼କର କିସମକୁ ଘରବାଡ଼ିରେ ପରିବର୍ତ୍ତନ କରି ବେଆଇନ ଭାବେ ନିର୍ମାଣ ହୋଇଛି ବିଜେଡିର ଶଙ୍ଖ ଭବନ । ବିଜେଡିର ଏହି ପାର୍ଟି ଅଫିସ୍ ତଥା ଶଙ୍ଖ ଭବନର ତଦନ୍ତ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଛି ରାଜଧାନୀର ଛାତିରେ ବେଆଇନ

Read More »
ତାଜା ଖବର

ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦୀ ସରକାର ପୁଣିଥରେ କ୍ଷମତାକୁ ଆସିବା ପରେ, ଏବେ ଆସିବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍ । ଆସନ୍ତା ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍ ।  ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ଗତ ଫେବ୍ରୁଆରି ୧ରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ ଓ ତାହା ଏପ୍ରିଲରୁ ଜୁଲାଇ ୪ ମାସ ପାଇଁ ଥିଲା । ଏବେ ନିର୍ବାଚନ ପରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଭାରତ ସରକାରଙ୍କ

Read More »
ତାଜା ଖବର

ଆସନ୍ତାକାଲି ସପ୍ତାଦଶ ବିଧାନସଭାର ପ୍ରଥମ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲି ସପ୍ତାଦଶ ବିଧାନସଭାର ପ୍ରଥମ ଅଧିବେଶନ । ୨୪ରେ ଉପ ବାଚସ୍ପତି ପାଇଁ ନିର୍ବାଚନ ହେବ । ୨୫ ରେ ଗୃହରେ ବଜେଟ ଉପସ୍ଥାପନ ହେବ ।୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ନୂଆ ସରକାରଙ୍କର ଏହା ହେବ ପ୍ରଥମ ବଜେଟ । ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିବେ । ପୂର୍ବ ସରକାର ୪ ମାସିଆ କାମଚଳା ବଜେଟ ଆଣିଲେ । ଜୁଲାଇ

Read More »