August 9, 2024

ତାଜା ଖବର

ଶୋଭିତାଙ୍କ ସହ ନାଗା ଚୈତନ୍ୟଙ୍କ ନିର୍ବନ୍ଧ

ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ଗୁରୁବାର ନିର୍ବନ୍ଧ କରିଥିଲେ ସାଉଥ୍ ସୁପରଷ୍ଟାର ତଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ। କିଛି ସମୟ ପୂର୍ବରୁ ଖବର ମିଳିଥିଲା ଯେ, ଦୁହେଁ ଗୁରୁବାର ସନ୍ଧ୍ୟାରେ ହାଇଦ୍ରାବାଦରେ ନିର୍ବନ୍ଧ କରିବେ। ହେଲେ ପରେ ଜଣାପଡ଼ିଥିଲା ଯେ, ଗୁରୁବାର ସକାଳେ ଦୁହେଁ ନିର୍ବନ୍ଧ କରିଛନ୍ତି। ନାଗାର୍ଜୁନ ଦୁହିଁଙ୍କ ସହ ଉଠାଇଥିବା ଫଟୋ ସେୟାର କରି ଏହି ଖବର ଦେଇଥିଲେ। ତେବେ ପୂର୍ବ ସ୍ବାମୀ ନିର୍ବନ୍ଧ କରିବା ପରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ

Read More »
ତାଜା ଖବର

୧୭ ମାସ ପରେ ମନୀଷ ସିସୋଦିଆଙ୍କୁ ଜାମିନ

ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆଙ୍କୁ ଆଶ୍ୱସ୍ତି । ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାମିନ ପାଇଛନ୍ତି। ମନୀଷ ସିସୋଦିଆ ୧୭ ମାସ ପାଇଁ ତିହାର ଜେଲରେ ରହିଥିଲେ। ଶୁଣାଣି ତିନି ଦିନ ତଳେ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ତେବେ ସୁପ୍ରିମକୋର୍ଟ ସିସୋଡିଆଙ୍କୁ ତିନୋଟି ସର୍ତ୍ତରେ ଜାମିନ ଦେଇଛନ୍ତି। ପ୍ରଥମ ତାଙ୍କୁ ୧୦ ଲକ୍ଷ ଟଙ୍କା ମୁଚାଲିକା ଦାଖଲ କରିବାକୁ

Read More »
ତାଜା ଖବର

ରାଜ୍ୟରେ ବନ୍ୟା ପରିସ୍ଥିତି ଆଶଙ୍କା

ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିସନର। ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଳ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳ ଉପରେ ନଜର ରଖିବା ସହ ଏନେଇ ରିପୋର୍ଟ ଦେବାକୁ କୁହାଯାଇଛି। ହୀରାକୁଦର ଆଉ ୬ଟି ଗେଟ୍‌ ଖୋଲିବା ପରେ ଫୁଲୁଛି ମହାନଦୀ। ଶାଖା ନଦୀମାନଙ୍କରେ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି । ସକାଳ ୮ଟା

Read More »