ଆଜି ଡାକ୍ତରଙ୍କ ଧର୍ମଘଟ ଜରୁରୀକାଳୀନ ସେବା ବନ୍ଦ
କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଜି ଦେଶବ୍ୟାପୀ ସ୍ୱାସ୍ଥ୍ୟ ସେବା ୨୪ ଘଣ୍ଟିଆ ବନ୍ଦ ରହିବ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଘୋଷଣା କରିଛି । ଆଇଏମଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଅଗଷ୍ଟ ୧୭ ସକାଳ ୬ଟାରୁ ୧୮ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ମଡର୍ଣ୍ଣ ମେଡିସିନର ଡାକ୍ତରମାନେ ସେମାନଙ୍କ ସେବା ପ୍ରଦାନ କରିବେ ନାହିଁ। ଡାକ୍ତରଙ୍କ ଧର୍ମଘଟ