Live Odisha Tv

August 26, 2024

କ୍ରୀଡା

ରୋହନଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ

ବର୍ତ୍ତମାନ ବିସିସିଆଇ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ଜୟ ଶାହ ଖୁବଶୀଘ୍ର ଆଇସିସିର ଅଧ୍ୟକ୍ଷ ହୋଇପାରନ୍ତି। ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜୟ ଶାହ ଏହି ପଦକ ସମ୍ଭାଳିବେ ବୋଲି ଏକାଧିକ ରିପୋର୍ଟ ପ୍ରକାଶ ପାଇଛି।ଆଇସିସି ଅଧ୍ୟକ୍ଷ ପଦ ରେସରେ ସାମିଲ ହେବାକୁ ଜଣେ ଆଶାୟୀଙ୍କୁ ପ୍ରୋପଜର ଓ ସେକେଣ୍ଡରର ଆବଶ୍ୟକତା ରହିଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖୋଲାଖୋଲି ଭାବେ ଶାହଙ୍କୁ ସମର୍ଥନ କରିବେ। ତେଣୁ ସେ ଆଇସିସିର ଅଧ୍ୟକ୍ଷ ହେବା ଏକ ପ୍ରକାରର

Read More »
ତାଜା ଖବର

ଓଡିଶା ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ

ଭୁବନେଶ୍ୱର: ଆସନ୍ତା କାଲି ଓଡିଶା ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ରାହୁଲ୍ ନବୀନ୍ । ତାଙ୍କର ଏହି ତିନିଦିନିଆ ଓଡିଶା ଗସ୍ତ ଅବସରରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା ରୁଜୁ ହୋଇପାରେ ବୋଲି କୁହାଯାଉଛି । ରାତି ୮ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ଗସ୍ତ କରିବେ ବୋଲି କୁହାଯାଛି । ପରେ ୨୮ ତାରିଖ

Read More »
ତାଜା ଖବର

ଲଦାଖକୁ ମିଳିବ ନୂତନ ୫ଟି ଜିଲ୍ଲା

ଲଦାଖ: ୨୦୧୯ରେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଥିବା ଲଦାଖର ମାନ ଚିତ୍ରରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳକୁ ନୂଆରୂପ ଦେଇଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ମାତ୍ର ଦୁଇଟି ଜିଲ୍ଲାରେ ସୀମିତ ଥିବା ଲଦାଖକୁ ମିଳିବ ନୂତନ ୫ଟି ଜିଲ୍ଲା । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି । ଲଦାଖରେ ପାଞ୍ଚଟି ନୂତନ ଜିଲ୍ଲା ଗଠନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି

Read More »
ଜୀବନଚର୍ଯ୍ୟା

ମିସ୍ ଇଣ୍ଡିଆ ଫାଇନାଲରେ ଓଡିଆ ଝିଅ ଅନନ୍ୟା

ଫେମିନା ମିସ୍ ଇଣ୍ଡିଆ ଫାଇନାଲରେ ଏଣ୍ଟ୍ରି କଲେ ଓଡିଆ ଝିଅ ଅନନ୍ୟା। ଏକମାତ୍ର ଓଡିଆ ଝିଅ ଭାବେ ମିସ୍ ଇଣ୍ଡିଆ ଫାଇନାଲରେ ସେ ଏଣ୍ଟ୍ରି କରିଛନ୍ତି। ଅଗଷ୍ଟ ୮ରେ କୋଲକାତାରେ ଆୟୋଜିତ ଇଷ୍ଟ ଜୋନ୍ ପାଇଁ ଆୟୋଜିତ ପ୍ରଥମ ଅଡିସନ୍‌ର ଟପ୍ ୫ରେ ସ୍ଥାନ ପାଇଥିଲେ। ଏହାପରେ ସେ ବର୍ତ୍ତମାନ ଫେମିନା ମିସ୍ ଇଣ୍ଡିଆ ଫାଇନାଲରେ ପହଂଚିଛନ୍ତି। ଓଡିଶାର କଟକ ଜିଲ୍ଲାରେ ଅନନ୍ୟା ପଣ୍ଡାଙ୍କ ଘର। ପିଲାବେଳୁ ମଡେଲିଂ ପ୍ରତି ଅନନ୍ୟାଙ୍କ ଦୁର୍ବଳତା ରହିଥିଲା।  ଛୋଟ ବେଳରୁ

Read More »