Live Odisha Tv

September 11, 2024

କିମ୍‍ସରେ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳିତ

ଭୁବନେଶ୍ୱର : ଆତ୍ମହତ୍ୟା ପ୍ରତିରୋଧ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ କିମ୍‍ସ ମାନସିକ ରୋଗ ବିଭାଗ ପକ୍ଷରୁ ମଙ୍ଗଳବାର ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆତ୍ମହତ୍ୟା ପ୍ରବୃତ୍ତିକୁ ଚିହ୍ନଟ କରିବା ଓ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସାର ଆହ୍ୱାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଚଳିତବର୍ଷର ବିଷୟବସ୍ତୁ ଥିଲା ‘କୋମ୍‍ବାଟିଂ ଷ୍ଟିଗ୍‍ମା: ଚେଞ୍ଜିଂ ଦ ନେରେଟିଭ ଅନ୍‍ ସୁଇସାଇଡ୍‍’ । ଏହି ଅବସରରେ ଆଲୋଚନାରେ ଅଂଶଗ୍ରହ କରି ଅତିଥି ଓ ବିଶେଷଜ୍ଞମାନେ

Read More »
ଦେଶ ବିଦେଶ

ଏମରଜେନ୍ସି’କୁ ‘ୟୁଏ’ ମାନ୍ୟତା ପ୍ରଦାନ

ବିବାଦ ଘେରରେ ଛନ୍ଦି ହୋଇ ରହିଥିବା କଙ୍ଗନା ରାଣାୱତଙ୍କ ଚଳଚିତ୍ର ‘ଏମରଜେନ୍ସି’କୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)  ‘ୟୁଏ’ ମାନ୍ୟତା ପ୍ରଦାନ କରିଛି । ବର୍ତ୍ତମାନ ସିବିଏଫସି ନିର୍ଦ୍ଦେଶ ଅନୁସାରେ ନିର୍ମାତାଙ୍କୁ ପ୍ରଥମେ ଚଳଚିତ୍ରରେ କିଛି ପରବର୍ତ୍ତନ କରିବା ପାଇଁ ପଡ଼ିବ । ତା’ପରେ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିପାରିବ ‘ଏମରଜେନ୍ସି’ । ଦି ସଣ୍ତେ ଏକ୍ସପ୍ରେସ ଅନୁସାରେ, ‘ଏମରଜେନ୍ସି’କୁ ସେନ୍ସର ବୋର୍ଡ ତିନୋଟି କଟ୍ ଦେବା ପାଇଁ କହିଛି । ନିର୍ମାତା

Read More »