Live Odisha Tv

September 27, 2024

ତାଜା ଖବର

ଅକ୍ଟୋବର ୨ତାରିଖରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଦୀର୍ଘ ୨୪ବର୍ଷ ପରେ ପ୍ରଥମଥର ପାଇଁ ବିରୋଧୀ ଦଳ ଭାବେ ବିଜେଡି ନିଜର ଜନସମ୍ପର୍କ ପଦଯାତ୍ରା କରିବ । ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରୁ ୨ଟି ପର୍ଯ୍ୟାୟରେ ଦଳର ଏହି ଜନସମ୍ପର୍କ ପଦଯାତ୍ରା ଚାଳିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାସବର୍ମା ମିଳିତ ଭାବେ ସୂଚନା ଦେଇ କହିଥିଲେ

Read More »
କ୍ରୀଡା

୪୨୦ ୱିକେଟ ସହ ଅଶ୍ୱିନଙ୍କ ନୂଆ ରେକର୍ଡ

ଟିମ ଇଣ୍ଡିଆର ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନୂଆ ରେକର୍ଡ କରିଛନ୍ତି। ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଗୋଟିଏ ୱିକେଟ ନେଇଥିଲେ ହେଁ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସେ ଏବେ ଏସିଆ ମହାଦେଶରେ ସର୍ବାଧିକ ୱିକେଟ ଦଖଲ କରିଥିବା ଭାରତୀୟ ହୋଇଯାଇଛନ୍ତି। ଶୁକ୍ରବାର ସେ କାନପୁରରେ ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କୁ ଆଉଟ କରି ଏସିଆ ମହାଦେଶରେ ୪୨୦ଟି ୱିକେଟ ନେବାର ରେକର୍ଡ କରିଛନ୍ତି। ୪୨୦ ୱିକେଟ ଦଖଲ କରିବା ପରେ

Read More »
ତାଜା ଖବର

ପୁରୀ ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ହେବ

ତିରୁପତି ବାଲାଜୀ ମନ୍ଦିର ଲଡୁ ବିବାଦ ପରେ ପୁରୀ ଜଗନ୍ନାଥ ମନ୍ଦିରକୁ ନେଇ ଯତ୍ନବାନ ହୋଇଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ରୋଷ ଘରକୁ ଯାଉଥିବା ଘିଅ ସହ ଅନ୍ୟ ସାମଗ୍ରୀ ଓ ସେଠୁ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ସେଥିପାଇଁ ଜଣେ ଫୁଡ୍‌ ଇନ୍ସପେକ୍ଟର ନିଯୁକ୍ତ ହେବେ। ସେପଟେ ସରକାରଙ୍କ ଏ ନିଷ୍ପତ୍ତିକୁ ଭକ୍ତ ସ୍ୱାଗତ କରିଥିବା ବେଳେ ସୁପକାର ସେବକ କହିଛନ୍ତି ଅବଢ଼ା ରନ୍ଧା ପୂର୍ବରୁ ସାମଗ୍ରୀର ମାନ ପରୀକ୍ଷଣ

Read More »
ତାଜା ଖବର

ରାଜ୍ୟରେ କାର୍ଡ ଧାରୀ ଚାଉଳ ସହ ପାଇବେ ଗହମ

ରାଜ୍ୟରେ ପୁଣି ମିଳିବ ଗହମ । କାର୍ଡ ଧାରୀ ଚାଉଳ ସହ ଗହମ ପାଇବେ । ବିଜେଡି ସରକାର କେନ୍ଦ୍ର ଆଗରେ ଗହମ ପାଇଁ ମନା କରିଥିଲେ। ଅଧିକାଂଶ ଲୋକ ରୁଟି ଖାଇବା ଆରମ୍ବ କରିଛନ୍ତି। ଆମେ କେନ୍ଦ୍ରକୁ ଗହମ ପାଇଁ ନିବେଦନ କରିଥିଲୁ। ଅକ୍ଟୋବର ମାସ ଠାରୁ ଲୋକେ ଗହମ ସହିତ ଚାଉଳ ପାଇବେ । ହିତାଧିକାରୀ ନିଜ ଇଚ୍ଛାରେ ଚାଉଳ ସହ ଗହମ ନେଇପାରିବେ। ବର୍ତ୍ତମାନ ଚାଲୁ ରହିଛି EKYC ପ୍ରକ୍ରିୟା । ଏହି

Read More »