November 15, 2025

ତାଜା ଖବର

ଗ୍ରାଣ୍ଡ୍ ଭିଟାରା ଫେରାଇ ନେବ ମାରୁତି କମ୍ପାନୀ

ନୂଆଦିଲ୍ଲୀ: ମାରୁତି କମ୍ପାନୀ ନୂତନ କରି ଲଞ୍ଚ କରିଥିବା ଗ୍ରାଣ୍ଡ୍ ଭିଟାରା କାରକୁ ଗ୍ରାହକଙ୍କଠାରୁ ଫେରସ୍ତ କରାଇନେବ । ମାର୍କେଟରେ ବିକ୍ରି ହୋଇଥିବା ୩୯, ୦୦୦ କାର୍ ଫେରାଇ ନେବାକୁ କମ୍ପାନୀ କହିଛି । ସଦ୍ୟତମ ବଜାରକୁ ଆସିଥିବା ଏହି କାରରେ ଏକ ଯାନ୍ତ୍ରିକ ତ୍ରୁଟି ରହିଥିବାରୁ ମାରୁତି କମ୍ପାନୀ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ଯାନ୍ତ୍ରିକ ତ୍ରୁଟିର ସମାଧାନ କରିବା ପରେ ପୁଃନଶ୍ଚ ଗ୍ରାହକଙ୍କୁ ସେମାନଙ୍କ କାର୍ ହସ୍ତାନ୍ତର କରାଯିବ । ମାରୁତି

Read More »
ତାଜା ଖବର

ଜୟଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀଲାଭ କରିଥିବା ଜୟ ଢୋଲକିଆଙ୍କୁ ରାଜ୍ୟ ବିଜେପି ପକ୍ଷରୁ  ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଭୁବନେଶ୍ୱର ସ୍ଥିତି ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସଭାପତି ମନମୋହନ ସାମଲ ଜୟଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି । ଜୟ ଢୋଲକିଆ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ବିଜୟ ପାଇଁ ନୂଆପଡ଼ାବାସୀଙ୍କୁ ଶ୍ରେୟ

Read More »