November 25, 2025

ତାଜା ଖବର

ରାମ ମନ୍ଦିରରେ ଧର୍ମ ପତାକା ସ୍ଥାପନ

ଅଯୋଧ୍ୟା: ସମ୍ପୂର୍ଣ୍ଣ ହେଲା ଅଯୋଧ୍ୟା ରାମମନ୍ଦିର ନିର୍ମାଣ। ଶ୍ରୀରାମ ଜନ୍ମଭୂମି ମନ୍ଦିର ଶିଖରରେ ଉଡ଼ିଲା ଧ୍ବର୍ମଧ୍ବଜା। ଆଜି ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶିଖରରେ ବିଧିବଦ୍ଧ ଭାବରେ ଧ୍ବର୍ମଧ୍ବଜା ସ୍ଥାପନ କରିଛନ୍ତି, ଏହି ଅଲୌକିକ ମୁହୂର୍ତ୍ତର ଭାଗିଦାରୀ ହେବାକୁ ପହଞ୍ଚିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ପୁରା ଅଯୋଧ୍ୟା ନଗରୀ ରାମମୟ ହୋଇଥିଲା। ଏହି ସମୟରେ ସମଗ୍ର ସମ୍ମିଶ୍ରଣ ଜୟ ଶ୍ରୀ ରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ସରସଂଘଚାଳକଙ୍କ ସହିତ ସମସ୍ତ ମନ୍ଦିରରେ

Read More »
ଦେଶ ବିଦେଶ

ବିଜେପିକୁ ମମତାଙ୍କ ଖୋଲା ଚେତାବନୀ

କୋଲକାତା : ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦେଶବ୍ୟାପୀ କରାଯାଉଥିବା ଏସଆଇଆରକୁ ନେଇ କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯଦି ବିଜେପି ବଙ୍ଗଳାରେ ମୋତେ କ୍ଷତି ପହଁଚାଇବାକୁ ଚେଷ୍ଟା କରେ ତେବେ ସେ ପୁରା ଦେଶ ଦୋହଲାଇ ଦେବେ ବୋଲି ଚେତାବନୀ ଦେଇଛନ୍ତି ମମତା । ମଙ୍ଗଳବାର ପଶ୍ଚିମବଙ୍ଗ ଉତ୍ତର ୨୪ ପରଗନା ଜିଲ୍ଲାର ଠାକୁରନଗରରେ ଏସ୍ଆଇ୍ଆର ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବଡ଼ ଶୋଭାଯାତ୍ରା କରିଛନ୍ତି

Read More »
ତାଜା ଖବର

କଡ଼ା ସୁରକ୍ଷା ବଳୟରେ ବିଧାନସଭା

ଭୁବନେଶ୍ୱର: ଆସନ୍ତା ୨୭ ତାରିଖଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବେ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତିଙ୍କ ଆଗମନ ପାଇଁୱ ବ୍ଲୁ-ବୁକ୍ ଗାଇଡ଼ଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ । ଆଉ ଗୋଟିଏ ଦିନରେ ଆରମ୍ଭ ହୋଇଯିବା ଶୀତ ଅଧିବେଶନ ।

Read More »
ତାଜା ଖବର

୭୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ କଳିଙ୍ଗ ଷ୍ଟାଡିୟମରେ ମେଗା ନିଯୁକ୍ତି ମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୨ ଟି ବିଭାଗର ୭ ହଜାର ୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମ ସରକାର ଖାଲି ପଡ଼ିଥିବା ପଦ ଏବଂ ଖାଲି ହେଉଥିବା ପଦବି ପୁରା କରୁଛନ୍ତି। ବିଭିନ୍ନ ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲି। ସରକାର ଦ୍ରୁତ ଶିଳ୍ପାୟନ କ୍ଷେତ୍ରରେ କାମ କରୁଛନ୍ତି। ଆମ ସରକାର ଆସିବାର

Read More »
ରାଜ୍ୟ

କିସ୍‍ ରେ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଶାଲ୍‍ ଓ ସ୍ୱେଟର ବଣ୍ଟନ

ଭୁବନେଶ୍ୱର : ଶୀତଦିନ ଆସିଯାଇଥିବାରୁ କିସରେ ଆଜି ଛାତ୍ରୀଙ୍କୁ ଶାଲ୍‍ ଓ ଛାତ୍ରଙ୍କୁ ସ୍ୱେଟର ବଣ୍ଟନ କରାଯାଇଛି। ପ୍ରତିବର୍ଷ ଶୀତ ଦିନ ଅବ୍ୟବହିତ ପୂର୍ବରୁ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସାଲ୍‍ ଓ ସ୍ୱେଟର୍‍ ବ୍ୟବସ୍ଥା କରିଥାନ୍ତି। ଶ୍ରୀ ସାମନ୍ତ ବ୍ୟକ୍ତିଗତ ଭାବେ ବାହାର ରାଜ୍ୟରୁ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ଶୀତବସ୍ତ୍ର କ୍ରୟ କରିଥାନ୍ତି। ଚଳିତବର୍ଷ ଶ୍ରୀ ସାମନ୍ତଙ୍କ ବ୍ୟକ୍ତିଗତ ପ୍ରୟାସରେ ପଞ୍ଜାବର ଲୁଧିଆନାରୁ କିସ୍‍ ଛାତ୍ରୀଙ୍କ ପାଇଁ ୨୦

Read More »