
ମନୋରଞ୍ଜନ
ଘାଏ ଦେଖତ କଳାପଟା ଅନୁଷ୍ଠାନର ବାର୍ଷିକୋତ୍ସବ
ନୂଆଁ ବର୍ଷରେ ହୋମ ଯଜ୍ଞ, ବହି ଉନ୍ମୋଚନ ଓ ସାହିତ୍ୟ ସଭା । ବରଗଡ ଜିଲ୍ଲା ଗାଇସିଲେଟ ଠାରେ “ଘାଏ ଦେଖତ କଳାପଟା”ର ବାର୍ଷିକୋତ୍ସବ ନୂଆଁ ବର୍ଷ ଗୁରୁବାର ଦିନ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାହୁ କଲ୍ୟାଣ ମଣ୍ଡପ କଲଙ୍ଗାପାଲି ଠାରେ ସକାଳେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହାପରେ କଳାପଟା ସାହିତ୍ୟ ସଂସଦର ସଭାପତି ନିରଞ୍ଜନ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ପ୍ରଥମ ଅଧିବେସନରେ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି

