
ଦେଶ ବିଦେଶ
ସେବା ଓ ସମର୍ପଣର ଅନନ୍ୟ ନାମ : ଡକ୍ଟର ରାମଚନ୍ଦାନୀ
ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜର ମେଡିସିନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶଙ୍କର ରାମଚନ୍ଦାନୀ ସେବା ଏବଂ ସମର୍ପଣର ଅନ୍ୟ ଏକ ନାମ। ତାଙ୍କ କର୍ମ ହିଁ ତାଙ୍କ କାହାଣୀ କରୁଣା ଏବଂ ସହାନୁଭୂତିର ପ୍ରମାଣ। ୧୯୮୦ ମସିହାରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଶଙ୍କରଙ୍କ ପ୍ରାରମ୍ଭିକ ଜୀବନ କଷ୍ଟରେ କଟିଥିଲା । ତାଙ୍କ ପିତା ବ୍ରହ୍ମାନନ୍ଦ ରାମଚନ୍ଦାନୀ ତାଙ୍କ ପୁଅକୁ ଜଣେ ଭଲ ଡାକ୍ତର କରିବାକୁ ସ୍ୱପ୍ନ ଦେଖିଥିଲେ। କିନ୍ତୁ, ଭାଗ୍ୟର

