January 21, 2026

ତାଜା ଖବର

ଅମାନିଆ ଅଫିସରଙ୍କୁ ଶିଷ୍ଟାଚାର ଛାଟ

ସରକାରୀ ଅଫିସରେ ବସି ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ହେୟଜ୍ଞାନ କରିବା ଏଣିକି ଅମାନିଆ ସରକାରୀ ବାବୁମାନଙ୍କୁ ମହଙ୍ଗା ପଡ଼ିବ । ସଂସଦୀୟ କମିଟିର କଡ଼ା ଚେତାବନୀ ପରେ କେନ୍ଦ୍ର ସରକାର ଚଳିତମାସ ୧୨ ତାରିଖରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯାହାକି ପ୍ରଶାସନିକ ମହଲରେ କମ୍ପନ ସୃଷ୍ଟି କରିଛି । ବିଧାୟକ ଓ ସାଂସଦମାନଙ୍କୁ ସମ୍ମାନ ଦେବା ପାଇଁ ଉଦ୍ଦିଷ୍ଟ ପ୍ରୋଟେକଲକୁ ଉଲ୍ଲଘଂନ କଲେ ଅବା ନିଜର ବଦଳି-ପଦୋନ୍ନତି ଅବା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ

Read More »
କ୍ରୀଡା

ବିଶ୍ୱ କପରୁ ବାଦ୍ ପଡ଼ିବ ବାଂଲାଦେଶ !

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ଚରମବାଣୀ ଶୁଣାଇ ଦେଇଛି । ଯଦି ବାଂଲାଦେଶ ଦଳ ଭାରତ ଆସିବାକୁ ରାଜି ନହୁଅନ୍ତି ତେବେ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱ କପରୁ ବାଦ୍ ପଡ଼ିବା ସୁନିଶ୍ଚିତ । ବୁଧବାର ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ବାଂଲାଦେଶକୁ ୨୪ ଘଣ୍ଟାର ସମୟ ଦିଆଯାଇଛି । ଆଇସିସିର ବୈଠକରେ ବାଂଲାଦେଶର ଅଂଶ ଗ୍ରହଣ ଉପରେ ଦୀର୍ଘ ଆଲୋଚନା ହୋଇଛି । ବୋର୍ଡ ଅଧିକାଂଶ ଦେଶ ବାଂଲାଦେଶର ଦାବି ବିପକ୍ଷରେ

Read More »
ତାଜା ଖବର

ଅରବିନ୍ଦଙ୍କ ନିଲମ୍ବନକୁ ନେଇ ମୁହଁ ଖୋଲିଲେ ନବୀନ

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ମୁହଁ ଖୋଲିଛନ୍ତି ନବୀନ ପଟ୍ଟନାୟକ। ଅରବିନ୍ଦଙ୍କୁ କାହିଁକି ନିଲମ୍ବନ କଲେ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ। ନବୀନ କହିଛନ୍ତି, ପାଟକୁରା ବାସୀଙ୍କ ପାଇଁ କାମ କରିବାକୁ ଜଣଙ୍କୁ ବିଶ୍ୱାସ କରି ଟିକେଟ୍ ଦେଇଥିଲି। ହେଲେ ପାଟକୁରାବାସୀ ହଇରାଣ ହରକତ ହେଉଥିବା ଜାଣିବାକୁ ପାଇଲି। ଯିଏ ଦଳରେ ରହି ଆପଣଙ୍କୁ ହଇରାଣ କରିବ, ମୁଁ ତାକୁ ଦଳରୁ କାଢ଼ିଦିଏ। କିଛି ଦିନ ପୂର୍ବେ ଦଳ ବିରୋଧୀ କାର୍ଯ୍ୟ କରିଥିବା

Read More »
ରାଜ୍ୟ

କିସ୍‍ ରେ ୬୬ତମ ପ୍ରୌଢ଼ ଶିକ୍ଷା ସମ୍ମିଳନୀ

ଭୁବନେଶ୍ୱର : କିସ୍‍ ରେ ଆଜି ସର୍ବଭାରତୀୟ ପ୍ରୌଢ଼ ଶିକ୍ଷା ସମ୍ମିଳନୀ ଆରମ୍ଭ ହୋଇଛି। ସାମଗ୍ରିକ ଜାତୀୟ ବିକାଶରେ ପ୍ରୌଢ଼ ଶିକ୍ଷାର ଭୂମିକା ଉପରେ ଆଲୋଚନା ନିମନ୍ତେ ଏହି ସମ୍ମିଳନୀରେ ଶିକ୍ଷାବିତ୍‍, ନୀତି ନିର୍ଦ୍ଧାରକ ଏବଂ ପ୍ରୌଢ଼ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀ ଭାରତୀୟ ପ୍ରୌଢ଼ ଶିକ୍ଷା ସଂଘ ଓ କିସ୍‍ର  ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ଭାରତୀୟ ପ୍ରୌଢ଼ ଶିକ୍ଷା ସଂଘ ପକ୍ଷରୁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନୀତ

Read More »