ତାଜା ଖବର
ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟ ଏଜି ନିଯୁକ୍ତ
ବିଳମ୍ବରେ ହେଉ ପଛେ ରାଜ୍ୟ ସରକାରଙ୍କୁ ମିଳିଛି ତାଙ୍କ ଆଡଭୋକେଟ ଜେନେରାଲ । ବିଜେପି ନେତା ତଥା ହାଇକୋର୍ଟର ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟଙ୍କୁ ଏଜି ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଭାରତୀୟ ସମ୍ବିଧାନର ଆର୍ଟିକିଲ ୧୬୫ କ୍ଲଜ (୧) ମୁତାବକ ହାଇକୋର୍ଟର ବରିଷ୍ଠ ଓକିଲ ପିତାମ୍ବର ଆଚାର୍ୟ୍ୟଙ୍କୁ ତତକ୍ଷଣାତ ରାଜ୍ୟର ଏଜି ଭାବେ ନିଯୁକ୍ତ କରିବାକୁ କୁହାଯାଇଛି । ତେବେ ସରକାର ବଦଳିବା