Bargarh

ରାଜନୀତି

ନୂତନ ଭୋଟଦାନ କେନ୍ଦ୍ର ପାଇଁ ଦାବୀ ପତ୍ର

ସ୍ବାଧୀନତାର ସାତ ଦଶକ ପରେ ବି ଗ୍ରାମବାସୀଙ୍କୁ ମିଳିନାହିଁ ଭୋଟଦାନ କେନ୍ଦ୍ର । ନିଜ ଗାଁ ରେ ଭୋଟ ଦେବା ସୁଯୋଗରୁ ବଞ୍ଚିତ ଅଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେନ୍ଦୁମାଲ ଗ୍ରାମବାସୀ । ଭାରତ ସ୍ୱାଧୀନ ହେବା ଠାରୁ ନିଜ ଗାଁ ରେ ଭୋଟ ନ ଦେଇ ଏଠାକାର ଭୋଟର ପ୍ରାୟ ୬ କି.ମି ଦୂର ପରମାନନ୍ଦପୁର ଗ୍ରାମକୁ ଯାଇଥାନ୍ତି ଭୋଟ ଦେବା ପାଇଁ । ବାର୍ଧ୍ୟକ୍ୟ ଅବସ୍ଥାରେ ଏତେ ଦୂରକୁ

Read More »
ପର୍ଯ୍ୟଟନ

ମଲକେନ ଡ୍ୟାମର ଭାଗ୍ୟ ବଦଳିବ କେବେ ?

ବରଗଡ଼ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୮୦ କି.ମି, ପଦମପୁର ଉପଖଣ୍ଡ ଠାରୁ ପ୍ରାୟ ୨୦ କି. ମି ଓ ଗାଇସିଲେଟ ବ୍ଲକ ହେଡକ୍ୱାଟର୍ସ ଠାରୁ ମାତ୍ର ୧୫ କି. ମି. ଦୂରରେ କଟାବାହାଲ ଠାରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମଲକେନ ଡ୍ୟାମ ।ଏହି ଡ୍ୟାମର ମନୋରମ ଦୃଶ୍ୟ ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ । ଗୁଡ଼ିଡୁଙ୍ଗୁରି ଓ ବତଲାବାହାଲି ଦୁଇଟି ପାହାଡ଼ର ସବୁଜ ବଳୟ ଭିତରେ ନିର୍ମାଣ ହୋଇଛି ବନ୍ଧ । କାଚକେନ୍ଦୁ

Read More »
ଦେଶ ବିଦେଶ

ସେବା ଓ ସମର୍ପଣର ଅନନ୍ୟ ନାମ : ଡକ୍ଟର ରାମଚନ୍ଦାନୀ

ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜର ମେଡିସିନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶଙ୍କର ରାମଚନ୍ଦାନୀ ସେବା ଏବଂ ସମର୍ପଣର ଅନ୍ୟ ଏକ ନାମ। ତାଙ୍କ କର୍ମ ହିଁ ତାଙ୍କ କାହାଣୀ କରୁଣା ଏବଂ ସହାନୁଭୂତିର ପ୍ରମାଣ। ୧୯୮୦ ମସିହାରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଶଙ୍କରଙ୍କ ପ୍ରାରମ୍ଭିକ ଜୀବନ କଷ୍ଟରେ କଟିଥିଲା । ତାଙ୍କ ପିତା ବ୍ରହ୍ମାନନ୍ଦ ରାମଚନ୍ଦାନୀ ତାଙ୍କ ପୁଅକୁ ଜଣେ ଭଲ ଡାକ୍ତର କରିବାକୁ ସ୍ୱପ୍ନ ଦେଖିଥିଲେ। କିନ୍ତୁ, ଭାଗ୍ୟର

Read More »
ମନୋରଞ୍ଜନ

ଘାଏ ଦେଖତ କଳାପଟା ଅନୁଷ୍ଠାନର ବାର୍ଷିକୋତ୍ସବ

ନୂଆଁ ବର୍ଷରେ ହୋମ ଯଜ୍ଞ, ବହି ଉନ୍ମୋଚନ ଓ ସାହିତ୍ୟ ସଭା । ବରଗଡ ଜିଲ୍ଲା ଗାଇସିଲେଟ ଠାରେ “ଘାଏ ଦେଖତ କଳାପଟା”ର ବାର୍ଷିକୋତ୍ସବ ନୂଆଁ ବର୍ଷ ଗୁରୁବାର ଦିନ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାହୁ କଲ୍ୟାଣ ମଣ୍ଡପ କଲଙ୍ଗାପାଲି ଠାରେ ସକାଳେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହାପରେ କଳାପଟା ସାହିତ୍ୟ ସଂସଦର ସଭାପତି ନିରଞ୍ଜନ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ପ୍ରଥମ ଅଧିବେସନରେ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି

Read More »
ବ୍ୟକ୍ତିତ୍ଵ

ନିଆରା ଭାବେ ନୂଆବର୍ଷ ପାଳିଲେ ସମାଜ ସେବୀ

ନୂଆବର୍ଷରେ ସମସ୍ତେ ନିଜ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି । କିଏ ନିଜ ବିଜନେସ ବଢ଼ାଇବ, କିଏ ନିଜ ସମ୍ପତି ବଢ଼ାଇବ, କିଏ ଘରର ଉଚ୍ଚତା ବଢ଼ାଇବ ଆଉ କିଏ ବ୍ୟାଙ୍କ ବ୍ୟାଲେନ୍ସ ବଢ଼ାଇବ । କିଏ ଭୋଜି ଭାତରେ ମଶଗୁଲ ଥିବା ବେଳେ ସେ କିନ୍ତୁ ନିଷ୍ପତି ନେଇଛନ୍ତି ନିଜ ସେବାର ପରିସର ବଢ଼ାଇବା ପାଇଁ । କେବଳ ପଦ୍ମପୁର ନୁହେଁ ପୁରା ବରଗଡ଼ ଜିଲ୍ଲାରେ ଗରିବ ନିରାଶ୍ରୟ ଲୋକଙ୍କ ପାଇଁ ସହଯୋଗର ହାତ ବଢାଇବେ

Read More »
ରାଜ୍ୟ

ବୀରେନ୍ଦ୍ର କୁମାର ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ କଠଉମାଲ ସ୍ଥିତ ବିରେନ୍ଦ୍ର କୁମାର ଯୁକ୍ତ ୩ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପଦ୍ମପୁର ଅଞ୍ଚଳ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଭୁବନ୍ଦେ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିଆ, ମୁଖ୍ୟ ବକ୍ତା ଭାବରେ ପଞ୍ଚାୟତସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରୀପାଠୀ ଏବଂ ସମ୍ମାନିତ ଅତିଥି ଭାବରେ ବିଡ଼ିଓ ଲକ୍ଷ୍ମଣ ମାଝି,ସରପଞ୍ଚ ଶେଷଦେବ ପଧାନ,ଚାଷୀ

Read More »
ରାଜ୍ୟ

ଶରଧାପାଲି ଠାରେ ବନ୍ଧୁମିଳନ ଓ ରକ୍ତଦାନ ଶିବିର

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଶରଧାପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଶରଧାପାଲି ଉଚ୍ଚ ବିଦ୍ୟାଳୟର ୨୦୦୪ ମେଟ୍ରିକ୍ ଵ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉକିଲ ପାଣ୍ଡେଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ପଣ୍ଡା,ସୂର୍ଯ୍ୟନାରାୟଣ ସାହୁ,ନିରଞ୍ଜନ ପଣ୍ଡା,ମହାବୀର

Read More »
ରାଜ୍ୟ

ପଞ୍ଚାୟତ ସମିତି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧକ୍ଷ ଡ.ଜୟକେତନ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିଆ,ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ,ଅମ୍ବିକା ପ୍ରସାଦ ତ୍ରିବେଦୀ,ମୁଖ୍ୟ ବକ୍ତା ଭାବରେ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ହୋଇଥିବା ବେଳେ ଗାଇସିଲେଟ ଅଞ୍ଚଳର ବହୁ

Read More »