Live Odisha Tv

Former President

ତାଜା ଖବର

ପୂଣ୍ୟତିଥିରେ ଭାରତରତ୍ନ କଲାମଙ୍କୁ ଶ୍ରଦ୍ଧାଞ୍ଜଳି

ଭାରତର ଏକାଦଶ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଆଜି ହେଉଛି ପୂଣ୍ୟତିଥି। ଏହି ଅବସରରେ ଭାରତୀୟମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଭାରତବାସୀ ତାଙ୍କୁ ମନେ ପକାଉଛନ୍ତି। କଲାମଙ୍କ ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ କଲାମଙ୍କ ଗୁଣଗାନ କରାଯାଉଛି। ସ୍ବର୍ଗତଃ କଲାମ ନିଜ ଜୀବନରେ ବହୁ ଦୁଃଖ ଦୁର୍ଦଶାର ସାମ୍ନା କରିଥିଲେ। ତଥାପି ସେ ନିଜ ଲକ୍ଷ୍ୟ ସ୍ଥଳରୁ ଓହରିନଥିଲେ। ସେ ତାଙ୍କ ଜୀବନ କାଳରେ ବହୁ ପୁସ୍ତକ ଲେଖିଥିଲେ।

Read More »