ତାଜା ଖବର
ସରକାରୀ ଜାଗାରେ ଶଙ୍ଖ ଭବନ !
ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାର ଗଠନ ପରେ ଅଡ଼ୁଆରେ ବିଜେଡି । ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ଚର୍ଚ୍ଚା ହେଉଛି ସଡ଼କର କିସମକୁ ଘରବାଡ଼ିରେ ପରିବର୍ତ୍ତନ କରି ବେଆଇନ ଭାବେ ନିର୍ମାଣ ହୋଇଛି ବିଜେଡିର ଶଙ୍ଖ ଭବନ । ବିଜେଡିର ଏହି ପାର୍ଟି ଅଫିସ୍ ତଥା ଶଙ୍ଖ ଭବନର ତଦନ୍ତ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଛି ରାଜଧାନୀର ଛାତିରେ ବେଆଇନ