Live Odisha Tv

supreme court

ତାଜା ଖବର

ନୂତନ ପ୍ରଧାନ ବିଚାରପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଦେଶର ନୂତନ ପ୍ରଧାନ ବିଚାରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫୧ ତମ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କ ପାଇଁ ଏକ ସମାନ ଏବଂ ନ୍ୟାୟିକ ଆଇନ ଗଠନ ଦିଗରେ ତାଙ୍କର ଅବିରତ ଅବଦାନକୁ ଆମେ ଅପେକ୍ଷା କରିଛୁ । ସେ ଏହି ନୂତନ ଭୂମିକା ଜ୍ଞାନ, ଶକ୍ତି ଏବଂ ସଫଳତା ଆଣିବ, ଯେହେତୁ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର

Read More »
ତାଜା ଖବର

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ

ଦିଲ୍ଲୀର ମଦନୀତି ମାମଲାରେ ଗତ ୧୫୬ ଦିନ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ଏହି ସମୟ ମଧ୍ୟରେ କୋର୍ଟ ସିବିଆଇ ଗିରଫଦାରୀକୁ ଯଥାର୍ଥ ବୋଲି ବିବେଚନା କରିଥିଲେ। ସିବିଆଇ ତାଙ୍କୁ ଜୁନ ୨୬ରେ ଗିରଫ କରିଥିଲା। ଗିରଫ ବେଆଇନ ବୋଲି କହି ଦିଲ୍ଲୀ ସିଏମ ଦୁଇଟି ପିଟିସନ ଦାଖଲ କରିଥିଲେ। ଏହାପୂର୍ବରୁ ସେ ଇଡି ହେପାଜତରେ ଥିଲେ। ତେବେ ଏବେ ହରିୟାଣା ବିଧାନସଭା ନିର୍ବଚାନ ପୂର୍ବରୁ ସୁପ୍ରିମକୋର୍ଟ ଜାମିନ୍‌‌ ପ୍ରଦାନ

Read More »
ଅପରାଧ

ବିରୋଧୀଙ୍କ ଟାର୍ଗେଟରେ ମମତା ସରକାର

କୋଲକାତା: କୋଲକାତାରେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ସରକାର ଏବେ ଦେଶବାସୀଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି । ମମତା ବାନାର୍ଜୀଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରାଯାଉଛି । କିଏ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରୁଛି ତ କିଏ ମମତାଙ୍କ ଇସ୍ତଫା ଦାବି କରିଛନ୍ତି । ରାଜନେତାଠାରୁ ଆରମ୍ଭ କରି ଅଭିନେତା, କ୍ରୀଡ଼ା ଜଗତର ବ୍ୟକ୍ତି ବିଶେଷମାନେ ମମତାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ଖୋଦ ତୃଣମୂଳ କଂଗ୍ରେସର

Read More »
ତାଜା ଖବର

୧୭ ମାସ ପରେ ମନୀଷ ସିସୋଦିଆଙ୍କୁ ଜାମିନ

ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆଙ୍କୁ ଆଶ୍ୱସ୍ତି । ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାମିନ ପାଇଛନ୍ତି। ମନୀଷ ସିସୋଦିଆ ୧୭ ମାସ ପାଇଁ ତିହାର ଜେଲରେ ରହିଥିଲେ। ଶୁଣାଣି ତିନି ଦିନ ତଳେ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ତେବେ ସୁପ୍ରିମକୋର୍ଟ ସିସୋଡିଆଙ୍କୁ ତିନୋଟି ସର୍ତ୍ତରେ ଜାମିନ ଦେଇଛନ୍ତି। ପ୍ରଥମ ତାଙ୍କୁ ୧୦ ଲକ୍ଷ ଟଙ୍କା ମୁଚାଲିକା ଦାଖଲ କରିବାକୁ

Read More »
ତାଜା ଖବର

ରାଜ୍ୟ-ରାଜ୍ୟପାଳ ବିବାଦ, କେନ୍ଦ୍ରକୁ ନୋଟିସ୍

କେରଳ ଓ ପଶ୍ଚିମବଙ୍ଗ ସରକାର ଏବଂ ସେମାନଙ୍କ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି ସୁପ୍ରିମକୋର୍ଟ। ବିଧାନସଭାରେ ବିଲ୍ ପାରିତ ହେବା ସତ୍ତ୍ୱେ ରାଜ୍ୟପାଳ ଅନୁମୋଦନ ଦେଉନଥିବା ଅଭିଯୋଗ କରି ଏହି ଦୁଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କେରଳ ଓ ପଶ୍ଚିମବଙ୍ଗ ସରକାରଙ୍କ ଅଭିଯୋଗ ହେଲା ଯେ, ବିଧାନସଭାରେ ବହୁମତ ସହ ଏକାଧିକ ବିଲ୍ ପାରିତ ହୋଇଛି। କିନ୍ତୁ ରାଜ୍ୟପାଳ ସେସବୁକୁ ଅନୁମୋଦନ ଦେଉନାହାନ୍ତି। ଫଳରେ ଏକାଧିକ ଜନ

Read More »
ଅପରାଧ

ଆଉ ଅନୁଷ୍ଠିତ ହେବ ନାହିଁ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ପୁଣି ପରୀକ୍ଷା କରିବାକୁ ଦାବି କରୁଥିବା ଆଦେଦନର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି। ପୁନର୍ବାର ପରୀକ୍ଷା ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଖବର ଅନୁଯାୟୀ, ପେପର ଲିକ୍ ହେବା ନିଶ୍ଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ହାଜରିବାଗରେ ପେପର ଲିକ୍ ହୋଇଥିଲା। ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପରୀକ୍ଷାରେ ତ୍ରୁଟିର ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ। ପୁନଃପରୀକ୍ଷା ପାଇଁ ଦାବି ଠିକ୍ ନୁହେଁ । ଏହା ୨୪ ଲକ୍ଷ

Read More »
ଦେଶ ବିଦେଶ

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି। କିନ୍ତୁ ଇଡି ତରଫରୁ ତାଙ୍କର ଗିରଫତାରୀ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଖଣ୍ଡପୀଠକୁ ହସ୍ତାନ୍ତର କରାଯାଇଛି। ସୁ୍ପ୍ରିମ‌କୋର୍ଟ ଶୁକ୍ରବାର କେଜ୍ରିୱାଲଙ୍କ ଗିରଫତାରୀକୁ ଚ୍ୟାଲେଞ୍ଜ ଦେଇଥିବା ଆବେଦନର ମାମଲାକୁ ବଡ଼ ଖଣ୍ଡପୀଠକୁ ପଠାଇଛନ୍ତି। ଏବେ ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରିବେ। ଏହି ମାମଲାରେ ବିଚାରପତି ତିନି ଜଜ ନିଯୁକ୍ତ କରିବେ। ବଡ଼ ଖଣ୍ଡପୀଠ ପାଖରେ ମାମଲାର ଶୁଣାଣି

Read More »
ଦେଶ ବିଦେଶ

ଆସନ୍ତା ୧୮ ତାରିଖରେ ନିଟ ମାମଲାର ଶୁଣାଣି

ନୂଆଦିଲ୍ଲୀ : ନିଟ ମାମଲାର ଶୁଣାଣିକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଏନଟିଏ ଓ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠ ସମସ୍ତ ଆବେଦନକାରୀ ପକ୍ଷଙ୍କ ନିକଟରେ ପହଁଚି ନାହିଁ । ଏହି ସତ୍ୟପାଟ ପାଇବା ପରେ ପ୍ରତି ଜବାବ ଦାଖଲ କରିବେ ଆବେଦନକାରୀ ପକ୍ଷ । ଆସନ୍ତା ଶୁଣାଣି ପୂର୍ବରୁ ପ୍ରତି ଜବାବ ଦାଖଲ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ, ପରୀକ୍ଷା ସମ୍ବନ୍ଧରେ ଏକ

Read More »