ଅପରାଧ
ପଦୋନ୍ନତିର ପର ଦିନ ଭିଜିଲାନ୍ସ ଚଢ଼ାଉ
ବାଲେଶ୍ୱର ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କୁ ଗୁରୁବାର ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ଭାବେ ଦିଆଯାଇଥିଲା ପଦୋନ୍ନତି। କିନ୍ତୁ ପଦୋନ୍ନତି ମିଳିବାର ପର ଦିନ ତାଙ୍କର ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ପ୍ରଭାସ କୁମାର ପ୍ରଧାନ ଅର୍ଜନ କରିଥିବା ସଂପତ୍ତି ଲୋକଲୋଚନକୁ ଆସିଛି। ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଭାସ କୁମାର ପ୍ରଧାନ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୮୫ଟି