July 7, 2026

ଦେଶ ବିଦେଶ

ଆମେରିକାରେ ଡ. ଅଚ୍ୟୁତ ସାମନ୍ତ ସମ୍ମାନିତ

ଭୁବନେଶ୍ୱର: ଆମେରିକାନ ଆସୋସିଏସନ୍‍ ଅଫ୍‍ ଫିଜିସିଆନ୍‍ ଅଫ୍‍ ଇଣ୍ଡିଆନ୍‍ ଅରିଜିନ୍‍ (ଆପି) ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ‘ଆପି ଆୱାର୍ଡ ଫର ଟ୍ରାନ୍ସଆଫରମେସନାଲ୍‍ ସୋସିଆଲ୍‍ ୱାର୍କ ଆଣ୍ଡ ଇଣ୍ଡୋ-ୟୁଏସ୍‍ ପାର୍ଟନରସିପ୍‍’ ସମ୍ମାନ ପ୍ରଦାନ କରାଯାଇଛି । ଆମେରିକା ଫ୍ଲୋରିଡ଼ାର ଟାମ୍ପାରେ ଜୁଲାଇ ୨ରୁ ୫ ତାରିଖ ୪ଦିନ ବ୍ୟାପୀ ଅନୁଷ୍ଠିତ ଆପିର ବାର୍ଷିକ ସମ୍ମିଳନୀ ଆପିକନ୍‍ ୨୦୨୬ ତଥା ଆପିର ୪୪ତମ କଂଗ୍ରେସ୍‍  ଅବସରରେ ଶ୍ରୀ ସାମନ୍ତଙ୍କୁ

Read More »
ଦେଶ ବିଦେଶ

୫୭ତମ ‘ଓସା’ ସମ୍ମିଳନୀରେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଆମେରିକାରେ ଓଡ଼ିଆମାନେ ବସବାସ କରୁଥିଲେ ମଧ୍ୟ ଓଡ଼ିଆ ପରମ୍ପରାକୁ ଭୁଲିନାହାନ୍ତି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଆମେରିକାରେ ରହୁଥିଲେ ମଧ୍ୟ ବେଶ ଗୁରୁତ୍ୱ ଦେଉଥିବାରୁ ଓଡ଼ିଶା ଆସୋସିଏସନ୍‍ ଇନ୍‍ ଆମେରିକା (ଓସା)କୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଉଚ୍ଚ ପ୍ରଶଂସା କରିଛନ୍ତି। ଶନିବାର ମିନିଆପୋଲିସରେ ଓସାର ୫୭ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ଶ୍ରୀ ସାମନ୍ତ କହିଲେ, ଓସା ପକ୍ଷରୁ କରାଯାଇଥିବା ମିଳନ ପର୍ବ ବାସ୍ତବରେ ଏକ ବିରଳ ଅନୁଭୂତି। ଏହି

Read More »