
ଓଡ଼ିଶାରୁ ଫେରିଲେ ଇଣ୍ଡିଆ ଟ୍ରେକ୍ ପ୍ରତିନିଧି ମଣ୍ଡଳ
ଭୁବନେଶ୍ୱର : ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍ କ୍ୟୁନି କ୍ରେଷ୍ଟ ଇନଷ୍ଟିଚ୍ୟୁଟ’ (ଏଏସଆଇଆଇସିସିଆଇ) ମାଧ୍ୟମରେ ଆମେରିକାର ସିଟି ୟୁନିଭରସିଟି ଅଫ୍ ନ୍ୟୁୟର୍କ (କ୍ୟୁନି ବିଶ୍ୱବିଦ୍ୟାଳୟ)ରୁ ୩୮ ଜଣିଆ ପ୍ରତିନିଧିମଣ୍ଡଳ ଇତି ମଧ୍ୟରେ କିଟ୍ ଓ କିସ୍ ପରିଦର୍ଶନ ପରେ ମଧୁର ସ୍ମୃତି ନେଇ ଫେରିଯାଇଛନ୍ତି। ସେଥିମଧ୍ୟରୁ ୧୦ଜଣ ବିଶିଷ୍ଟ ପ୍ରଫେସର ହୋଇଥିବା ବେଳେ ୨୮ଜଣ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ପ୍ରତିନିଧିମଣ୍ଡଳରେ ସାମିଲ ହୋଇଥିଲେ। ଦୀର୍ଘ ୧୫ ଦିନ ରହଣି ମଧ୍ୟରେ ସେମାନେ ଏଠାରେ କିଟ୍ ଓ କିସ୍




