ଅପରାଧ

ଅପରାଧ

ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଇଓଡବ୍ଲ୍ୟୁର ଆବେଦନ

ଭୁବନେଶ୍ୱର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ ସୋସାଇଟି ଲିମିଟେଡରେ ଦୁର୍ନୀତି ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ବିଜେଡି ନେତା ସୌମ୍ୟଶଙ୍କର ଓରଫ ରାଜାଙ୍କୁ ପଚରା ଉଚୁରା କରିବ ଇଓଡବ୍ଲ୍ୟୁ । ଗନ୍ଧମାର୍ଦ୍ଦନ ଲୋଡିଂ ମାଇନ୍ସ ଦୁର୍ନୀତିରେ  ରାଜା ଚକ୍ରଙ୍କୁ ଗତ ୧୩ ତାରିଖରେ ଗିରଫ କରିଥିଲା ଇଓଡବ୍ଲ୍ୟୁ

Read More »
ଅପରାଧ

ଖୋଲିବ ଠକ ଦମ୍ପତ୍ତି ହଂସିତା ଓ ଅନୀଲଙ୍କ ରାଜ୍

ରାଜଧାନୀରୁ ଗିରଫ ହାଇପ୍ରୋଫାଇଲ ଠକ ଦମ୍ପତି ହଂସିତା ଓ ଅନୀଲ ମହାନ୍ତିଙ୍କ ପାଇଁ ଅଡୁଆ ବଢ଼ିଲା । କାରଣ ଏମାନଙ୍କ ବେଆଇନ ଆର୍ଥିକ କାରବାରର ପେଡ଼ି ଖୋଲିବାକୁ ଅଣ୍ଟା ଭିଡ଼ିଲା ଇଡି । କମିଶନରେଟ୍ ପୋଲିସଠାରୁ ସଂଗ୍ରହ କଲା ତଥ୍ୟ । ସେପଟେ ହଂସିତା-ଅନୀଲ କେମିତି ଠକେଇ କରୁଥିଲେ, ତାର ଗନ୍ଧ ବାରିଛି ତଦନ୍ତକାରୀ ଟିମ୍‌ । କେମିତି ଲୁଟୁଥିଲେ ଠକ ଦମ୍ପତି ହଂସିତା ଓ ଅନୀଲ ? କଣ ଥିଲା ଠକିବାର ତରିକା ? ମଧ୍ୟସ୍ଥତା

Read More »
ଅପରାଧ

ଆସନ୍ତାକାଲି ଭାଙ୍ଗାଯିବନି ବୈକୁଣ୍ଠଧାମ ଆଶ୍ରମ

ଆସନ୍ତାକାଲି ଭାଙ୍ଗାଯିବନି ବୈକୁଣ୍ଠଧାମ ଆଶ୍ରମ। ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଆଦେଶ ଉପରେ ରହିତାଦେଶ। ଡିସେମ୍ବର ୧୨ ତାରିଖ ଯାଏଁ ରହିତାଦେଶ ଦେଲେ ଓଡିଶା ହାଇକୋର୍ଟ। ଭଙ୍ଗା ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଆଶ୍ରମ କର୍ତ୍ତୃପକ୍ଷ। ଆସନ୍ତାକାଲି ଆଶ୍ରମ ଭାଙ୍ଗିବାକୁ ଘୋଷଣା କରିଥିଲା ବିଡିଏ। ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ଛିଡ଼ା ହୋଇଛି ବାବା ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ବୈକୁଣ୍ଠଧାମ ଆଶ୍ରମ।ମାପଚୁପ ପରେ ଆସନ୍ତାକାଲି ସକାଳ ୮ ଟାରେ ଆଶ୍ରମ ଭଙ୍ଗାବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଘୋଷଣା

Read More »
ଅପରାଧ

ଫେକ୍ କଲ୍ ସେଣ୍ଟର୍ ମାମଲା, କୋଲକାତା ଯିବ ତଦନ୍ତକାରୀ ଟିମ୍

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଆପାର୍ଟମେଣ୍ଟରେ କଲ ସେଣ୍ଟର ଠାବ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କମିଶନରେଟ୍ ପୁଲିସ ଆବେଦନ କରିଛି । ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ଅଟନ୍ତି । ଅଧିକ ତଦନ୍ତ ପାଇଁ ପୁଲିସ ଟିମ୍ କୋଲକାତା ଗସ୍ତ କରିବେ ବୋଲି ଭୁବନେଶ୍ୱର ଡେପୁଟି ପୁଲିସ କମିଶନର ପିନାକ ମିଶ୍ର ସୂଚନା ଦେଇଛନ୍ତି । ଡିସିପି ପିନାକ ମିଶ୍ରଙ୍କ ସୂଚନା ମୁତାବକ, ସାଇବର ଠକେଇ ମାମଲାରେ ସାଇଣ୍ଟିଫିକ୍‌ ଓ ଟେକ୍ନିକାଲ ଅଫିସରଙ୍କୁ

Read More »