
ସୁପ୍ରିମକୋର୍ଟରେ ହେବ ଶୁଣାଣି
ନୂଆଦିଲ୍ଲୀ: ଜାତିଗତ ଭେଦଭାବ ସହ ଜଡିତ ୟୁଜିସିର ନୂଆ ନିିୟମ ବିରୋଧରେ ଦାଖଲ ଯାଚିକା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତୁତ । ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଏ ସଂପର୍କିତ ଯାଚିକାକୁ ସୂଚୀବଦ୍ଧ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଆବେଦନକାରୀଙ୍କ କହିବା କଥା ନୂଆ ନିୟମ ଆଧାରରେ ସାଧାରଣ ବର୍ଗରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଅଭିଯୋଗ ନିବାରଣ ପରି ସୁରକ୍ଷା ମିଳିବ ନାହିଁ । ଏହା ସହିତ ୟୁଜିସି ଲାଗୁ ନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ










