ବ୍ୟକ୍ତିତ୍ଵ

ତାଜା ଖବର

ଅନ୍ତିମ ଯାତ୍ରାରେ ସମୀର ଦେ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କଟକ: ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସମୀର ଦେ ଇହଲୀଳା ସମ୍ବରଣ କରିଛନ୍ତି । କଟକର ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ନଭେମ୍ବର ୧ ତାରିଖରେ ସମୀର ଦେ ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ଦିନର ଚିକିତ୍ସା ପରେ ଶେଷରେ ସେ ପ୍ରାଣ

Read More »
ଦେଶ ବିଦେଶ

ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ୍‍ ସମ୍ମାନ

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ୍‍ ଫେଡେରେସନ୍‍ (ଏଫ୍‍ଆଇଭିବି)ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କ୍ରସ୍‍ ସମ୍ମାନ’ ପ୍ରଦାନ କରାଯାଇଛି । ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ପର୍ତ୍ତୁଗାଲର ପର୍ତ୍ତୋଠାରେ ଚାଲିଥିବା ୩୯ତମ ଏଫ୍‍ଆଇଭିବି ବିଶ୍ୱ କଂଗ୍ରେସ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କ୍ରୀଡ଼ା ବିଶେଷ କରି ଭଲିବଲ୍‍ର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଏଫ୍‍ଆଇଭିବି ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି

Read More »
ବ୍ୟକ୍ତିତ୍ଵ

ସାହିତ୍ୟ,ସେବା ଓ ସମର୍ପଣ ପାଇଁ ସମର୍ପିତ ସୁଶାନ୍ତ ମିଶ୍ର

ବିଚିତ୍ର ଦୁନିଆଁ ! ଯେଉଁଠି ଜନ୍ମ କଲା ପୁଅ ପର କରିଦିଏ ତ ପର ପୁଅ ଆପଣାର ହୋଇଯାଏ । ଯେଉଁଠି କିଏ ଆଖି ଥାଇ ଅନ୍ଧ ହୋଇଯାଏ ତ ଆଉ କିଏ ଅନ୍ଧ ହୋଇ ସବୁ ଦେଖି ପାରେ । ବ୍ୟସ୍ତତା ବହୁଳ ବସ୍ତୁବାଦୀ ବିଶ୍ୱରେ ନିଜ ସ୍ବାର୍ଥ ଥିବା ମଣିଷର ଅନ୍ୟ ପାଇଁ ସମୟ ନ ଥାଏ । ହେଲେ ଏ ଭଳି ସ୍ୱାର୍ଥପର ଦୁନିଆଁରେ ମଧ୍ୟ ଅଛନ୍ତି ଭଲ ମଣିଷମାନେ । ଏମିତି

Read More »