ରାଜ୍ୟ

ଦେଶ ବିଦେଶ

କିଟ୍‍ ଓ କିସ୍‍ ରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ଭୁବନେଶ୍ୱର : କିଟ୍ ସ୍କୁଲ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି, କିଟ୍‍ ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ଓ କିସ୍‍ ମିଳିତ ସହଯୋଗରେ କିଟ୍‍ ରେ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ଆଜି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ସମବାୟ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ରାଜ୍ୟମନ୍ତ୍ରୀ (ସ୍ୱା) ପ୍ରଦୀପ ବଳ ସାମନ୍ତ କହିଲେ, ବୁଣାକାରମାନେ ହସ୍ତତନ୍ତ କ୍ଷେତ୍ରର ଆତ୍ମା ଏବଂ ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସଦା ପ୍ରତିବଦ୍ଧ। ବୁଣାକାରମାନେ ହେଉଛନ୍ତି ଆମ ସଂସ୍କୃତିର ବାର୍ତ୍ତାବହ

Read More »
ଦେଶ ବିଦେଶ

ନ୍ୟାସ୍‍ନାଲ୍‍ ଗ୍ରୀନ୍ ୟୁନିଭର୍‍ସିଟି ରାଙ୍କିଙ୍ଗ୍‌ରେ କିସ୍

ଭୁବନେଶ୍ୱର: ନ୍ୟାସ୍‍ନାଲ୍‍ ଗ୍ରୀନ୍ ୟୁନିଭର୍‍ସିଟି ରାଙ୍କିଙ୍ଗ୍‌ ୨୦୨୬ରେ କିସ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ଭାରତରେ ତୃତୀୟ ସ୍ଥାନ ଅଧିକାର କରିଛି। ପରିବେଶ ଅନୁକୂଳ କ୍ୟାମ୍ପସ ଗଠନ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିସ ନ୍ୟାସନାଲ୍ ଗ୍ରୀନ୍ ୟୁନିଭର୍‍ସିଟି ରାଙ୍କିଙ୍ଗ୍‌ ୨୦୨୬ରେ ପ୍ଲାଟିନମ୍ ରେଟିଂ ସହ ତୃତୀୟ ସ୍ଥାନ ହାସଲ କରିଛି। ଏହି ଉଲ୍ଲେଖନୀୟ ସଫଳତା କିସ୍ ବିଶ୍ୱବିଦ୍ୟାଳୟର ସବୁଜ ପଦକ୍ଷେପ ଓ ସ୍ଥାୟୀ ପରିବେଶ ବିକାଶ ପ୍ରତି ବୃଦ୍ଧି ପାଉଥିବା ପ୍ରତିବଦ୍ଧତାର

Read More »
ଦେଶ ବିଦେଶ

ଅଚ୍ୟୁତ ସାମନ୍ତଙ୍କ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍‌

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନ ବିକାନେରସ୍ଥିତ ରାଜ୍ୟର ଅନ୍ୟତମ ପୁରାତନ ସରକାରୀ ବିଶ୍ୱବିଦ୍ୟାଳୟ ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ (ଏମ୍‌ଜିଏସ୍‌ୟୁ) ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି । ଆଜି ଜୟପୁର ରାଜଭବନ (ଲୋକ ଭବନ)ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ସମାରୋହରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଶିକ୍ଷା ମାଧ୍ୟମରେ ସମାଜର ବିକାଶ ଓ କଲ୍ୟାଣ ଦିଗରେ

Read More »
ପର୍ଯ୍ୟଟନ

ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଲେ ମହାପ୍ରଭୁ

ଭୁବନେଶ୍ୱର : ଦୀର୍ଘ ନବଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା ଆଜି ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି। ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ରଥପୂଜା ଓ ପହଣ୍ଡି ଆଦି ନୀତିକାନ୍ତି ସଂପନ୍ନ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟାରେ ଛେରାପହଁରା କାର୍ଯ୍ୟ ସଂପାଦିତ ହୋଇଥିଲା। ଅପରାହ୍ନ ୪ଟାରେ

Read More »
ଦେଶ ବିଦେଶ

କିମ୍‍ସ ଡାକ୍ତରଙ୍କ ସଫଳତା

ଭୁବନେଶ୍ୱର : କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ (କିମସ) ଡାକ୍ତରମାନେ ବିନା ଓପନ ସର୍ଜରୀରେ ଅସ୍ତ୍ରୋପଚାର କରି ଜଣେ ଚାରି ବର୍ଷୀୟା ବାଳିକର ଫୁସଫୁସରେ ଅଟକି ରହିଥିବା ଏକ ଛୋଟ ଧାତବ ଏଲଇଡି ବଲ୍‍ବକୁ ସଫଳତାର ସହିତ ବାହାର କରି ତାଙ୍କୁ ନୂଆ ଜୀବନ ପ୍ରଦାନ କରିଛନ୍ତି। ଏହି ଜଟିଳ ଚିକିତ୍ସା ପ୍ରକ୍ରିୟାରେ କିମସ ଡାକ୍ତରମାନେ ସର୍ବନିମ୍ନ କ୍ଷତ ସୃଷ୍ଟି ହେଉଥିବା ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରିଥିଲେ। ଏହା ଫଳରେ ଓପନ ସର୍ଜରୀର ଆବଶ୍ୟକତା ପଡ଼ିନଥିଲା। ଶିଶୁଟି

Read More »
ପର୍ଯ୍ୟଟନ

ଶ୍ରୀବାଣୀକ୍ଷେତ୍ରରେ ଘୋଷଯାତ୍ରା

ଭୁବନେଶ୍ଵର : ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି। ଆଜି ସକାଳୁ ବର୍ଷା ଲାଗି ରହିଥିଲେ ମଧ୍ୟ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ପୂର୍ବାହ୍ନରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ସଂପନ୍ନ ହେବା ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ସୁଦର୍ଶନ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ତିନିରଥରେ ରଥାରୁଢ କରାଯାଇଥିଲା

Read More »
ଦେଶ ବିଦେଶ

କିଟ୍‍ ଛାତ୍ରୀ ‘ଇଣ୍ଡିଆନ୍ ଆଇଡଲ୍‌’ ୨୦୨୬

ଭୁବନେଶ୍ୱର : ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍‌’ ସିଜନ୍ ୧୬ର ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିବା କିଟ୍ ଛାତ୍ରୀ ତଥା ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କ ହୋମ୍‍ କମିଂ ସେଲିବ୍ରେସନ୍‍ ଅବସରରେ ତାଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ବୁଧବାର ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। ଜ୍ୟୋତିର୍ମୟୀ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବା ସହ ତାଙ୍କ ବାସଭବନ ପର୍ଯ୍ୟନ୍ତ ନିଆଯାଇଥିଲା।       

Read More »
ବ୍ୟକ୍ତିତ୍ଵ

କାହାର ନଜର ନ ଲାଗୁ

ଯେବେ ଠାରୁ କ୍ଷମତାକୁ ଆସିଲେଣି, ସେବେଠାରୁ ବିବାଦ ପିଛା ଛାଡୁ ନାହିଁ କି ସମସ୍ୟାରୁ ମୁକୁଳିବାର ବାଟ ମିଳୁ ନାହିଁ । ଗୋଟିଏ ସମସ୍ୟାରୁ ବାହାରି ଆଉ ଗୋଟିଏ କାମରେ ହାତଦେବା ବେଳକୁ ପୁଣି ସାମ୍ନାରେ ଛିଡା ହେଉଛି ଆଉ ଏକ ସମସ୍ୟା । ସବୁଠି ଏବେ ଚର୍ଚ୍ଚା ଯେ ବିଜେପି ସରକାର ଆଉ ଭିଡକୁ ନୁହେଁ । ଆଉ ଏ ସବୁ ପାଇଁ ସମସ୍ତଙ୍କ ଆକ୍ରୋଶର ଶିକାର ହେଉଛନ୍ତି ସରକାରର ମୁଖିଆ ମୁଖ୍ୟମନ୍ତ୍ରୀ ମୋହନ ମାଝି

Read More »
ବ୍ୟକ୍ତିତ୍ଵ

ସେବା ଓ ସମର୍ପଣର ଏକ ଜୀବନ୍ତ ଚରିତ୍ର

ଗରିବ ଆବହେଳିତ ଲୋକଙ୍କର ସେବା କରିବା ପାଇଁ ଯଦି ଇଚ୍ଛା ଥିବ, ଯନ୍ତ୍ରଣାରେ ଜର୍ଜରିତ ରୋଗୀର ଯନ୍ତ୍ରଣା ଉପଶମ ପାଇଁ ଯଦି ମନୋବୃତ୍ତି ଥିବ ତେବେ ସେଠି ବିଶାଳକାୟ ଅଟ୍ଟାଳିକା, ଏସି କ୍ୟାବିନ୍‌, ଅତ୍ୟାଧୁନିକ ଯନ୍ତ୍ରପାତି ଏସବୁ ତୁଚ୍ଛ ପାଲଟିଯାଏ । ବରଗଡ ଜିଲ୍ଲା ଗାଈସିଲାଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁବାଖୋଲ ଗାଁ ଦାଣ୍ଡ କିଛି ସମୟ ପାଇଁ ପାଲଟିଗଲା ହସ୍ପିଟାଲର କ୍ୟାମ୍ପସ ଆଉ କାରଟି ହୋଇଗଲା ଅସ୍ଥାୟୀ କ୍ଲିନିକ୍ ଆଉ ଦଉଡି ଖଟିଆରେ ବସି

Read More »
ତାଜା ଖବର

ସୁଜାତା ଆସିବା ପରେ…

ସୁଜାତାଙ୍କ ଆଗମନ, ବିଜେଡିରେ ନୂଆ ସମ୍ଭାବନା ସୃଷ୍ଟି କରିଛି । ଦଳ ପାଇଁ ସୁଜାତା କେତେ ଲାଭବାନ ହେବେ ତାହା ପରର କଥା କିନ୍ତୁ ବିଜେଡିରେ ତାଙ୍କ ଗ୍ରାଣ୍ଡ ଏଣ୍ଟ୍ରୀ ଦଳୀୟ କର୍ମୀଙ୍କ ପାଇଁ ଶକ୍ତି ବର୍ଦ୍ଧକ କ୍ୟାପସୁଲ ଭଳି କାମ କରିଛି । ବିଜେପିର ରଣନୀତି ଆଗରେ ଦଳୀୟ ନେତାଙ୍କୁ ଏକାଠି କରି ରଖିବାରେ ବିଫଳ ହୋଇଥିବା ଆଗଧାଡିର ନେତା ଏବେ ପୁଣି ଅଣ୍ଟା ଭିଡିଛନ୍ତି । ଏବେ ସୁଜାତାଙ୍କ ପ୍ରଥମ କାମ ଦଳୀୟ କର୍ମୀଙ୍କ

Read More »