Live Odisha Tv

August 23, 2024

ଦେଶ ବିଦେଶ

୫ବର୍ଷରେ ମିଳିବ ମୋଟ ୫୦ହଜାର ଟଙ୍କା

ରାଜ୍ୟର ମହିଳାମାନଙ୍କୁ ବର୍ଷକୁ ୧୦ହଜାର ଟଙ୍କା ଲେଖାଏଁ ହାତଖର୍ଚ୍ଚ ରାଜ୍ୟ ସରକାର ଯୋଗାଇଦେବେ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ୨ଟି କିସ୍ତିରେ ଏହି ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ସେମାନେ ନିଜ ଇଚ୍ଛାରେ ଏହି ଟଙ୍କା ଖର୍ଚ୍ଚ କରିପାରିବେ । ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନଙ୍କୁ ବାଦ୍ ଦେଇ ରାଜ୍ୟର ୨୧ବର୍ଷରୁ ଅଧିକ ଓ ୬୦ବର୍ଷରୁ କମ୍

Read More »
ଅପରାଧ

ରାଜ୍ୟରେ ଆଉ ଚାଲିପାରିବ ନାହିଁ ଡ୍ୟାନ୍ସ ବାର

ରାଜ୍ୟରେ ଆଉ ଡ୍ୟାନ୍ସ ବାର ଚାଲିପାରିବ ନାହିଁ । ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ପାଖରେ ଥିବା ମଦ ଦୋକାନଗୁଡ଼ିକୁ ବି ବନ୍ଦ କରାଯିବ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପି ସରକାରଙ୍କ ଆଭିମୁଖ୍ୟ ପୂରା ସ୍ପଷ୍ଟ । ଯାହା କହୁଛୁ ସେଥିରେ ସ୍ପଷ୍ଟତା ଅଛି ଓ ତାକୁ କାର୍ଯ୍ୟରେ କରି ଦେଖାଇବୁ

Read More »
ତାଜା ଖବର

କିଏ ହେବ ମୋଦିଙ୍କ ଉତ୍ତରାଧିକାରୀ ?

ମୋଦିଙ୍କ ପରେ ପ୍ରଧାନମନ୍ତ୍ରୀ ଆସନରେ କିଏ ବସିବେ ? ବିଜେପିର କିଏ ସେହି ହେଭି ୱେଟ ? ଯିଏ ଗ୍ରହଣ କରିବେ ମୋଦିଙ୍କ ସ୍ଥାନ ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟ ନିର୍ବାଚନରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ୭୩ ବର୍ଷ ବୟସରେ କ୍ରମାଗତ ଭାବରେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ୨୦୨୯ ଲୋକସଭା ନିର୍ବାଚନ ସମୟକୁ ତାଙ୍କୁ ୭୮ ବର୍ଷ

Read More »
ଦେଶ ବିଦେଶ

ଗିନି ସିଏନ୍‍ଟି ପ୍ରେସିଡେଣ୍ଟଙ୍କ ବରିଷ୍ଠ ପରାମର୍ଶଦାତା ହେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଶିକ୍ଷାବିତ୍‍ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗିନି ନ୍ୟାସ୍‍ନାଲ୍‍ କାଉନ୍‍ସିଲ୍‍ ଟ୍ରାନଜିସନ୍‍ (ସିଏନ୍‍ଟି) ପ୍ରେସିଡେଣ୍ଟଙ୍କ ବରିଷ୍ଠ ପରାମର୍ଶଦାତା ଘୋଷଣା କରାଯାଇଛି । ଗିନିର ସିଏନ୍‍ଟି କ୍ୟାବିନେଟ୍‍ରେ ଏନେଇ ପ୍ରସ୍ତାବ ମଞ୍ଜୁର ହେବା ପରେ ଏହା ଘୋଷଣା କରାଯାଇଛି । ଚଳିତବର୍ଷ ଜାନୁୟାରୀ ସିଏନ୍‍ଟିର ପ୍ରେସିଡେଣ୍ଟ ଡ. ଦନଶା କୋରୋମା କିଟ୍‍ ଓ କିସ୍‍ ପରିଦର୍ଶନରେ ଆସି ଏଠାରେ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟ ଦେଖି ବେଶ ବିମୋହିତ ହୋଇଥିଲେ । ଶ୍ରୀ ସାମନ୍ତଙ୍କ କାର୍ଯ୍ୟ ଦକ୍ଷତା,

Read More »