December 19, 2025

ଅପରାଧ

ଯୁବରାଜ ସିଂହଙ୍କର ସମ୍ପତ୍ତି ଜବତ

ବେଆଇନ ବେଟିଂ ଆପ୍ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବଡ଼ ବଡ଼ ଫିଲ୍ମ ଷ୍ଟାର ଏବଂ ପୂର୍ବତନ କ୍ରିକେଟରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଯେଉଁମାନଙ୍କର ସମ୍ପତ୍ତି ଜବତ କରାଯାଇଛି, ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତ୍ରୀ ଉର୍ବଶୀ ରୱତେଲା, ଅଭିନେତା ସୋନୁ ସୁଦ, ମିମି ଚକ୍ରବର୍ତ୍ତୀ, ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ, ରବିନ ଉଥପ୍ପା, ଅଙ୍କୁଶ ହଜାରା ଏବଂ ନେହା ଶର୍ମା। ଏମାନଙ୍କ ନାମ ବେଆଇନ ବେଟିଂ ଆପ୍ ପ୍ରଚାରରେ ଜଡିତ ରହିଛି।

Read More »
ତାଜା ଖବର

ଲୋକସଭା ଶୀତକାଳୀନ ଅଧିବେଶନ ସ୍ଥଗିତ 

ସଂସଦର ଶୀତକାଳୀନ ଅଧିବେଶନ ଆଜି, ଶୁକ୍ରବାର, ଡିସେମ୍ବର ୧୯ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ଲୋକସଭା ଅଧ୍ୟକ୍ଷ। ରାଜ୍ୟସଭା ଏବଂ ଲୋକସଭା ଉଭୟକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ଅଧିବେଶନ ୨୦୨୬ରେ ବଜେଟ ଅଧିବେଶନ ସହିତ ଆରମ୍ଭ ହେବ। ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ, ରାଜ୍ୟସଭା ଏବଂ ଲୋକସଭା ଉଭୟରେ ଆଲୋଚନା ଜୋରଦାର ହୋଇଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ୧୮ତମ ଲୋକସଭାର ଶୀତକାଳୀନ ଅଧିବେଶନ ସମାପ୍ତ ହୋଇଥିବା ଘୋଷଣା କରି ଏହାକୁ ସଫଳ ବୋଲି

Read More »
ଅପରାଧ

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା

ନୂଆଦିଲ୍ଲୀ: ସଂପ୍ରତି ଜାତିଆଣ ହିଂସାରେ ଜଳୁଛି ବାଂଲାଦେଶ । ପୁଣି ଥରେ ଏହି ପଡୋଶୀ ଦେଶରେ ହିଂସା ଦେଖିବାକୁ ମିଳିଛି । ମୟମନସିଂହ ଜିଲ୍ଲାରେ ଗୁରୁବାର ରାତିରେ ବର୍ଣ୍ଣବୈଷମ ଅଭିଯୋଗରେ  ଜଣେ ହିନ୍ଦୁ ଯୁବକଙ୍କୁ ଭିଡ ମଧ୍ୟରେ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଦୀପୁ ଚନ୍ଦ୍ର ଦାସ । ସେ ଏକ ପୋଷାକ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏବଂ ଡୁବଲିଆପଡା ଅଞ୍ଚଳରେ ଭଡାରେ ରହୁଥିଲେ । ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା

Read More »
କ୍ରୀଡା

ଟି-୨୦ ବିଶ୍ୱକପ୍ ପାଇଁ ହେବ ଟିମ୍ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଓ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଖେଳାଯିବ ଟି-୨୦ ବିଶ୍ୱକପ୍ ୨୦୨୬ । ବିଶ୍ୱକପ୍ ପାଇଁ ଭାରତୀୟ ଦଳ କେବେ ଘୋଷଣା କରାଯିବ ତାକୁ ନେଇ ଆସିଛି ବଡ ଅପଡେଟ୍ । ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ) ପ୍ରେସ ରିଲିଜ୍ ଜାରି କରି ଜଣାଇଛି ଯେ, ଟି-୨୦ ବିଶ୍ୱକପ୍ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଡିସେମ୍ବର ୨୦ ତାରିଖରେ ଦଳ ଘୋଷଣା କରାଯିବ । ଅପରାହ୍ନ ୧ଟା ୩୦ର ଏହା

Read More »
କ୍ରୀଡା

ଦକ୍ଷିଣ ଆଫ୍ରିକାକୁ 232 ରନର ବିଜୟ ଟାର୍ଗେଟ

ଭାରତର ବିସ୍ଫୋରକ ବ୍ୟାଟିଂ ରେ ଘାଇଲା ହେଲା ଦକ୍ଷିଣ ଆଫ୍ରିକା । ହାର୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମାଙ୍କ ଜବରଦସ୍ତ ଯୋଡି ମାତ୍ର 43 ବଲ ରେ 105 ରନ ଭାରତ ପାଇଁ ଆଣି ଦେଇଥିଲେ । ହାର୍ଦିକ ବ୍ୟକ୍ତିଗତ ଭାବେ ମାତ୍ର 25 ବଲ ଖେଳି ବିସ୍ଫୋରକ 63 ରନ କରିଥିବାବେଳେ ତିଳକ ବର୍ମା ବ୍ୟକ୍ତିଗତ ସ୍କୋର 42 ବଲରେ 73 ରନ କରିଥିଲେ । ଦୁବେ ଶେଷରେ ଆସି ମାତ୍ର 3 ବଲ ରେ

Read More »