January 28, 2026

ତାଜା ଖବର

ଦୁଇ ଘଣ୍ଟା ପାଇଁ ୧୪ କୋଟି ଟଙ୍କା

ନୂଆଦିଲ୍ଲୀ : ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ପ୍ରସିଦ୍ଧ ଗାୟକ ଅରିଜିତ ସିଂହ ପ୍ରଚ୍ଛଦ ପଟ୍ଟ ଗାୟକରୁ ଅବସର ଘୋଷଣା କରିଛନ୍ତି। ମଙ୍ଗଳବାର ସୋସିଆଲ ମିଡିଆରେ ସେ ଏହା ସୂଚନା ଦେଇଛନ୍ତି।  ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ସିଙ୍ଗର ଅରିଜିତ ସିଂହ ଏକ ଅତ୍ୟନ୍ତ ସରଳ ଜୀବନଯାପନ ଜୀବନ ଶୈଳୀ ପାଇଁ ପରିଚିତ। କୌଣସି ବ୍ରାଣ୍ଡ ନାମ କିମ୍ବା ଲଗଜରୀ କାର ବିନା ସେ ଜୀବନଯାପନ ଅତିବାହିତ କରନ୍ତି। ଯେତେବେଳେ ସେ ତାଙ୍କ ଗାଁକୁ ଯାଆନ୍ତି, ସେ ଏକ ସରଳ

Read More »
ତାଜା ଖବର

ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ଜାତିଗତ ଭେଦଭାବ ସହ ଜଡିତ ୟୁଜିସିର ନୂଆ ନିିୟମ ବିରୋଧରେ ଦାଖଲ ଯାଚିକା  ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତୁତ । ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଏ ସଂପର୍କିତ ଯାଚିକାକୁ ସୂଚୀବଦ୍ଧ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଆବେଦନକାରୀଙ୍କ କହିବା କଥା ନୂଆ ନିୟମ ଆଧାରରେ ସାଧାରଣ ବର୍ଗରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଅଭିଯୋଗ ନିବାରଣ ପରି ସୁରକ୍ଷା ମିଳିବ ନାହିଁ । ଏହା ସହିତ  ୟୁଜିସି ଲାଗୁ ନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ

Read More »
ଦେଶ ବିଦେଶ

ଆସନ୍ତାକାଲି ପାୱାରଙ୍କ ଶେଷକୃତ୍ୟ

ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଶୋକ ଘୋଷଣା କରିଛନ୍ତି । ଆଜିର ଦିନ ମହାରାଷ୍ଟ୍ର ପାଇଁ ଏକ କଳାଦିନ ବୋଲି ଫଡନାବିସ୍‌ କହିଛନ୍ତି ।ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଫଡନାବିସ୍ କହିଛନ୍ତି ଯେ ବିମାନ ଦୁର୍ଘଟଣାରେ ଜଣେ ନିଷ୍ଠାପର ନେତା, ମୋର ବନ୍ଧୁ ଏବଂ ସହକର୍ମୀ, ଉପମୁଖ୍ୟମନ୍ତ୍ରୀ ଅଜିତଦାଦା ପାୱାରଙ୍କ ମୃତ୍ୟୁ ଅତ୍ୟନ୍ତ ହୃଦୟବିଦାରକ । ଭାବନା ପ୍ରକାଶ କରିବା ପାଇଁ ପାଖରେ ଶବ୍ଦ ନାହିଁ

Read More »
ଦେଶ ବିଦେଶ

କିଟ୍ ଓ କିସ୍‌ରେ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଶ୍ରୀଲଙ୍କା ସାଂସଦ ନାମଲ ରାଜପକ୍ଷ ସୋମବାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ପରେଡ ଅଭିବାଦନ ଗ୍ରହଣ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ପ୍ରତିବର୍ଷ କିଟ୍ ଓ କିସ୍‌ରେ ସାଧାରଣତନ୍ତ୍ର ଦିବସ ଅତି ଆଡ଼ମ୍ବରରେ ପାଳିତ ହୋଇଥାଏ। ପ୍ରତିବର୍ଷ ବିଦେଶରୁ ଜଣେ ଗଣ୍ୟମାନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଅତିଥି

Read More »
କ୍ରୀଡା

ମିନି ମାରାଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ମହିଳା

ଭୁବନେଶ୍ୱର : ‘ସମସ୍ତଙ୍କ ପାଇଁ ଶିକ୍ଷା’ ବାର୍ତ୍ତା ନେଇ ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାର କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ୍‌ର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଆଜି ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ଭାରତର ମେଟ୍ରୋ ସହରଗୁଡ଼ିକରେ ଏହି ମିନି ମାରାଥନର ଆୟୋଜିତ ହୋଇଯାଇଛି । ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟ ନେଇ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଟ୍‌, କିସ୍ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ୨୦୧୬

Read More »