
ଅପରାଧ
ଚାରି ସାଇବର ଠକଙ୍କୁ ଗିରଫ କଲା ଯୋଡା ପୋଲିସ
କେଉଁଝର : ଜାତୀୟ ସାଇବର ଅପରାଧ ରିପୋର୍ଟ ଆଧାରରେ ଯୋଡା ପୋଲିସ ଚାରିଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଆଶିଷ କୁମାର ଦାସ ଏବଂ ସରଫରାଜ ଆଲ୍ଲାମ, ମହିଳା, ବେକାର ଯୁବକ ଏବଂ ଆର୍ଥିକ ଦୁର୍ବଳ ବ୍ୟକ୍ତିଙ୍କୁ ଟାର୍ଗେଟ କରି କମିଶନ ଦେବା ଲୋଭ ଦେଖାଇ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପ୍ରବର୍ତ୍ତାଇଥିଲେ। ବ୍ୟାଙ୍କ ଖାତା , ଏଟିଏମ୍ କାର୍ଡ

