
ଦେଶ ବିଦେଶ
କିଟ୍ ଓ କିସ୍ ରେ ଆମାଜନ ଆଇନ୍ ମୁଖ୍ୟ
ଭୁବନେଶ୍ୱର : ଆମାଜନ ଚିଫ୍ ଗ୍ଲୋବାଲ୍ ଆଫ୍ୟାୟାର୍ସ ଓ ଆଇନ୍ ଅଧିକାରୀ ଡାଭିଡ୍ ଏ ଜାପଲସ୍କି ଆଜି କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ କିଟ୍ର ବିଭିନ୍ନ କ୍ୟାମ୍ପସ୍ ଓ କିସ୍ର ସମସ୍ତ ୟୁନିଟ୍ ବୁଲି ଦେଖିଥିଲେ । କିସ୍ ବୁଲି ଦେଖିବା ପରେ ସେ ପ୍ରଥମ ଥର ଲାଗି କିସ୍ ଭଳି ଏକ ବିରାଟ ଓ ବିରଳ ଅନୁଷ୍ଠାନ ପରିଦର୍ଶନ କରି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଶିକ୍ଷା ଜରିଆରେ

