
ବ୍ୟକ୍ତିତ୍ଵ
ସାହାଯ୍ୟ ହୋପ ଅଫ ଲାଇଫର ବାର୍ଷିକ ଉତ୍ସବ
ସାହାଯ୍ୟ ହୋପ ଅଫ ଲାଇଫର ବାର୍ଷିକ ଉତ୍ସବ ପ୍ରତିଷ୍ଠାତା ବବିତା ଦାଶଙ୍କ ଅଧ୍ୟକ୍ଷତାରେ ନଖରା ସ୍ଥିତ ଲକ୍ଷେଶ୍ୱର କନଭେନସନ ଠାରେ ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ବାଳାଶ୍ରମର ଝିଅ ମାନେ ନୃତ୍ୟ ପରିବେଷଣ କରିଥିଲେ । ସମାଜସେବା କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ସାହାଯ୍ୟ ହୋପ ଅଫ ଲାଇଫ୍ ବର୍ଷ ବର୍ଷ ଧରି ନିରନ୍ତର ଭାବେ ନିଜର କାର୍ଯ୍ୟ କରିଆସୁଛି । ସ୍ୱେଚ୍ଛାସେବୀ

