Actor

ତାଜା ଖବର

କିସ୍‍ ଓ କିଟରେ ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା

ଭୁବନେଶ୍ୱର : ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା ଆଜି କିଟ୍‍ ଓ କିସ୍‍ ପରିଦର୍ଶନ କରି ଫେରିଯାଇଛନ୍ତି । କିସ୍‍ର ୪୦ ହଜାର ପିଲାଙ୍କ ମଧ୍ୟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ସେ ମୁମ୍ବାଇର କିସ୍‍ ଆସିଥିଲେ । ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ ‘ବନବାସ’ । ଉତ୍କର୍ଷଙ୍କ ପିତା ତଥା ବିଶିଷ୍ଟ ବଲିଉଡ୍‍ ନିର୍ଦ୍ଦେଶକ ଓ ନିର୍ମାତା ଅନୀଲ ଶର୍ମା କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିଷୟରେ ଶୁଣିଥିଲେ ।

Read More »
ବ୍ୟକ୍ତିତ୍ଵ

ସାହିତ୍ୟ,ସେବା ଓ ସମର୍ପଣ ପାଇଁ ସମର୍ପିତ ସୁଶାନ୍ତ ମିଶ୍ର

ବିଚିତ୍ର ଦୁନିଆଁ ! ଯେଉଁଠି ଜନ୍ମ କଲା ପୁଅ ପର କରିଦିଏ ତ ପର ପୁଅ ଆପଣାର ହୋଇଯାଏ । ଯେଉଁଠି କିଏ ଆଖି ଥାଇ ଅନ୍ଧ ହୋଇଯାଏ ତ ଆଉ କିଏ ଅନ୍ଧ ହୋଇ ସବୁ ଦେଖି ପାରେ । ବ୍ୟସ୍ତତା ବହୁଳ ବସ୍ତୁବାଦୀ ବିଶ୍ୱରେ ନିଜ ସ୍ବାର୍ଥ ଥିବା ମଣିଷର ଅନ୍ୟ ପାଇଁ ସମୟ ନ ଥାଏ । ହେଲେ ଏ ଭଳି ସ୍ୱାର୍ଥପର ଦୁନିଆଁରେ ମଧ୍ୟ ଅଛନ୍ତି ଭଲ ମଣିଷମାନେ । ଏମିତି

Read More »