Ankylosing Spondylitis

ଦେଶ ବିଦେଶ

କିମ୍‍ସରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ମୁଣ୍ଡ ସବୁବେଳେ ତଳକୁ ନଇଁଲା ଭଳି ରହୁଥିଲା, ଉପରକୁ ଚାହିଁ ପାରୁ ନ ଥିଲେ, ଠିକ ଭାବେ ଖାଇ ପାରୁ ନ ଥିଲେ କି ଶୋଇ ପାରୁନଥିଲେ। ଏବେ କିମ୍‍ସ ତାଙ୍କୁ ଦେଇଛି ନୂଆ ଜୀବନ। ଚିକିତ୍ସା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଓଡ଼ିଶାର କିମସ ହସ୍ପିଟାଲର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଛନ୍ତି ତ୍ରିଶୁଳିଆ ଅଞ୍ଚଳର ସୁଜିତ ନାୟକ। ସୁଜିତଙ୍କଠାରେ ହୋଇଥିବା ବିରଳ ଓ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇଛି।

Read More »