Bangladesh Cricket Team

କ୍ରୀଡା

ବିଶ୍ୱ କପରୁ ବାଦ୍ ପଡ଼ିବ ବାଂଲାଦେଶ !

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ଚରମବାଣୀ ଶୁଣାଇ ଦେଇଛି । ଯଦି ବାଂଲାଦେଶ ଦଳ ଭାରତ ଆସିବାକୁ ରାଜି ନହୁଅନ୍ତି ତେବେ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱ କପରୁ ବାଦ୍ ପଡ଼ିବା ସୁନିଶ୍ଚିତ । ବୁଧବାର ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ବାଂଲାଦେଶକୁ ୨୪ ଘଣ୍ଟାର ସମୟ ଦିଆଯାଇଛି । ଆଇସିସିର ବୈଠକରେ ବାଂଲାଦେଶର ଅଂଶ ଗ୍ରହଣ ଉପରେ ଦୀର୍ଘ ଆଲୋଚନା ହୋଇଛି । ବୋର୍ଡ ଅଧିକାଂଶ ଦେଶ ବାଂଲାଦେଶର ଦାବି ବିପକ୍ଷରେ

Read More »