Bar code

ତାଜା ଖବର

ମାଟ୍ରିକ ପ୍ରଶ୍ନପତ୍ରରେ ବାର୍ କୋଡ୍‌ ବ୍ୟବସ୍ଥା

କଟକ :  ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ। ଚଳିତ ବର୍ଷ ବୋର୍ଡ ପକ୍ଷରୁ ହେବାକୁ ଯାଉଥିବା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ବାର୍ କୋଡ୍‌ ସହ ୱାଟର ମାର୍କ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ, କେଉଁଠୁ ହୋଇଛି ଜଣାପଡ଼ିବ।ବର୍ତ୍ତମାନ ପରୀକ୍ଷା ମୂଳକ ଭାବରେ ଓଡିଶା ସେକେଣ୍ଡାରୀ ହାଇସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ OSSTETରେ ଏହାକୁ ପ୍ରଶ୍ନ ପତ୍ରରେ ବ୍ୟବହାର କରାଯାଇଛି। ଆସନ୍ତା ୧୭ ତାରିଖରେ ପରୀକ୍ଷା ଅଛି ଯଦି

Read More »