BJP

ଦେଶ ବିଦେଶ

ବିଜେପିକୁ ମମତାଙ୍କ ଖୋଲା ଚେତାବନୀ

କୋଲକାତା : ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦେଶବ୍ୟାପୀ କରାଯାଉଥିବା ଏସଆଇଆରକୁ ନେଇ କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯଦି ବିଜେପି ବଙ୍ଗଳାରେ ମୋତେ କ୍ଷତି ପହଁଚାଇବାକୁ ଚେଷ୍ଟା କରେ ତେବେ ସେ ପୁରା ଦେଶ ଦୋହଲାଇ ଦେବେ ବୋଲି ଚେତାବନୀ ଦେଇଛନ୍ତି ମମତା । ମଙ୍ଗଳବାର ପଶ୍ଚିମବଙ୍ଗ ଉତ୍ତର ୨୪ ପରଗନା ଜିଲ୍ଲାର ଠାକୁରନଗରରେ ଏସ୍ଆଇ୍ଆର ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବଡ଼ ଶୋଭାଯାତ୍ରା କରିଛନ୍ତି

Read More »
ତାଜା ଖବର

ଜୟଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀଲାଭ କରିଥିବା ଜୟ ଢୋଲକିଆଙ୍କୁ ରାଜ୍ୟ ବିଜେପି ପକ୍ଷରୁ  ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଭୁବନେଶ୍ୱର ସ୍ଥିତି ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସଭାପତି ମନମୋହନ ସାମଲ ଜୟଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି । ଜୟ ଢୋଲକିଆ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ବିଜୟ ପାଇଁ ନୂଆପଡ଼ାବାସୀଙ୍କୁ ଶ୍ରେୟ

Read More »
ତାଜା ଖବର

ଭାରତର ଧନୀ ଓ ଗରିବ ବିଧାୟକ

ଦେଶର ସବୁଠାରୁ ଧନୀ ବିଧାୟକଙ୍କ ସମ୍ପର୍କରେ ଆପଣ ଜାଣିଛନ୍ତି କି? ସମ୍ଭବତଃ ଅଧିକାଂଶ ଲୋକ ଏହାର ଉତ୍ତର ନା କହି ପାରନ୍ତି। ଆଜି ଆମେ ଦେଶର ସବୁଠାରୁ ଧନୀ ବିଧାୟକଙ୍କ ନାଁ ଓ ତାଙ୍କ ସମ୍ପତ୍ତି ସମ୍ପର୍କରେ ଆପଣକୁ କହିବୁ। ଦେଶର ସବୁଠାରୁ ଧନୀ ବିଧାୟକ ବିଜେପି ପାଖରେ ରହିଛନ୍ତି। ସେ ହେଉଛନ୍ତି ବିଜେପି ନେତା ପରାଗ ଶାହ। ମୁମ୍ବାଇର ଘାଟକୋପରାରୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚିତ ହୋଇଥିବା ପରାଗ ଶାହଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୪୦୦ କୋଟି।

Read More »
ତାଜା ଖବର

୨୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ରାଜ୍ୟରେ କ୍ଷମତାସୀନ ବିଜେପି ନିଜର ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେଇଛି । ଶନିବାର ୨୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି । ବାକି ୧୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁକୁ ନେଇ ଅଙ୍କ ଛିଡ଼ୁନଥିବାବେଳେ ଆସନ୍ତା ସପ୍ତାହରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ରାଜ୍ୟ ସଭାପତିଙ୍କ ନିଜ ଜିଲ୍ଲା ଭଦ୍ରକ ସମେତ ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର, ଖୋର୍ଦ୍ଧା, ସମ୍ବଲପୁର ଓ ଅନୁଗୁଳ ଭଳି ସାଂଗଠନିକ ଜିଲ୍ଲାର ସଭାପତିଙ୍କ

Read More »
ତାଜା ଖବର

ବିଜେପି ସଙ୍କଳ୍ପ ପତ୍ରରେ ମହିଳାଙ୍କୁ ଗୁରୁତ୍ୱ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜେପି ତା’ର ନିର୍ବାଚନୀ ଇସ୍ତାହାର ବା ସଙ୍କଳ୍ପ ପତ୍ର ଘୋଷଣା କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ସଙ୍କଳ୍ପ ପତ୍ର ଜାରି କରିଛନ୍ତି। ଏଥିରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ପାଇଁ ଦଳ ପୂରା ହାତ ଖୋଲି ଦେଇଛି। ବିଜେପି ତା’ର ସଙ୍କଳ୍ପ ପତ୍ରରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଛି। ମହିଳା ସମୃଦ୍ଧି

Read More »
ତାଜା ଖବର

୨୫ ସୁଦ୍ଧା ନୂଆ ସଭାପତିଙ୍କ ନା ଘୋଷଣା

କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ । ସୋମବାର ଦିଲ୍ଲୀରେ କୋର କମିଟି ବୈଠକରେ ଆଲୋଚନା ରାଜ୍ୟ ସଂଗଠନ ନିର୍ବାଚନ ନେଇ ହୋଇଛି ଆଲୋଚନା । ଯେଉଁଥିରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ଆଦି ନେତା ଉପସ୍ଥିତ ଥିଲେ । ରାଜ୍ୟରେ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ସହ ନୂଆ ମଙ୍ଗୁଆଳ

Read More »
ତାଜା ଖବର

ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ : ସରିଲା ଅପେକ୍ଷା, ଦିଲ୍ଲୀ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ ।  ଫେବ୍ରୁଆରୀ ୫ ତାରିଖରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ । ଫେବ୍ରୁଆରୀ ୮ରେ ରହିଛି ଭୋଟ୍ ଗଣତି ।  ଏନେଇ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଫେବ୍ରୁଆରୀ ୨୩ରେ ସରୁଛି ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ । ନୂଆବର୍ଷ ପରେ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ହେବ ମତଦାନ ।

Read More »