Live Odisha Tv

Bollywood

ତାଜା ଖବର

ପ୍ରଖ୍ୟାତ ଫିଲ୍ମ ମେକର ଶ୍ୟାମ ବେନେଗଲଙ୍କ ଦେହାନ୍ତ

ଆଉ ନାହାନ୍ତି ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ ଓ ବୃତ୍ତଚିତ୍ର ନିର୍ମାତା ଶ୍ୟାମ ବେନେଗଲ। ଆଜି ସନ୍ଧ୍ୟା ୬.୩୦ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ବେନେଗଲ ଦୀର୍ଘଦିନ ହେଲା କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ଆଜି ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରପାରିକୁ ଚାଲି ଯାଇଥିବା ତାଙ୍କ ଝିଅ ପିଆ ବେନେଗଲ ସୂଚନା ଦେଇଛନ୍ତି। ଦି

Read More »
ତାଜା ଖବର

କିସ୍‍ ଓ କିଟରେ ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା

ଭୁବନେଶ୍ୱର : ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା ଆଜି କିଟ୍‍ ଓ କିସ୍‍ ପରିଦର୍ଶନ କରି ଫେରିଯାଇଛନ୍ତି । କିସ୍‍ର ୪୦ ହଜାର ପିଲାଙ୍କ ମଧ୍ୟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ସେ ମୁମ୍ବାଇର କିସ୍‍ ଆସିଥିଲେ । ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ ‘ବନବାସ’ । ଉତ୍କର୍ଷଙ୍କ ପିତା ତଥା ବିଶିଷ୍ଟ ବଲିଉଡ୍‍ ନିର୍ଦ୍ଦେଶକ ଓ ନିର୍ମାତା ଅନୀଲ ଶର୍ମା କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିଷୟରେ ଶୁଣିଥିଲେ ।

Read More »
ତାଜା ଖବର

ଫିଲ୍ମ ‘ଭୁଲ ଭୁଲୟା-୩’ର ଟିଜର୍‌ ରିଲିଜ

ଲାଲ କବାଟ, ରକ୍ତ ଛିଟା। ଆଉ ଆମି ଜେ ତୋମାର…ଗୀତର ଶବ୍ଦ। ଫେରିଛି ମଞ୍ଜୁଳିକା। ଆଉ ଚିତ୍କାର କରି ମାଗୁଛି ନିଜ ସିଂହାସନ।’ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ଅପ୍‌କମିଂ ଫିଲ୍ମ ‘ଭୁଲ ଭୁଲୟା-୩’ର ଟିଜର୍‌ରେ।ପୁଣି ଥରେ ଡ଼ରାଇବେ ବିଦ୍ୟା ବାଳନ। ମଞ୍ଜୁଳିକାର ଚିତ୍କାରରେ କମ୍ପିବ ଥିଏଟର। ତା’ ସାଙ୍ଗକୁ ଆକ୍ସନ, କମେଡି ଓ ରୋମାନ୍ସର ଖୋରାକ ଯୋଗାଇବେ କାର୍ତ୍ତିକ ଆର୍ଯ୍ୟନ୍‌। ଏଥର ଦୀପାବଳିରେ ଡର ସାଙ୍ଗକୁ କମେଡିର ଛୁଙ୍କ ଲଗାଇବ ଫିଲ୍ମ

Read More »
ଦେଶ ବିଦେଶ

ଏମରଜେନ୍ସି’କୁ ‘ୟୁଏ’ ମାନ୍ୟତା ପ୍ରଦାନ

ବିବାଦ ଘେରରେ ଛନ୍ଦି ହୋଇ ରହିଥିବା କଙ୍ଗନା ରାଣାୱତଙ୍କ ଚଳଚିତ୍ର ‘ଏମରଜେନ୍ସି’କୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)  ‘ୟୁଏ’ ମାନ୍ୟତା ପ୍ରଦାନ କରିଛି । ବର୍ତ୍ତମାନ ସିବିଏଫସି ନିର୍ଦ୍ଦେଶ ଅନୁସାରେ ନିର୍ମାତାଙ୍କୁ ପ୍ରଥମେ ଚଳଚିତ୍ରରେ କିଛି ପରବର୍ତ୍ତନ କରିବା ପାଇଁ ପଡ଼ିବ । ତା’ପରେ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିପାରିବ ‘ଏମରଜେନ୍ସି’ । ଦି ସଣ୍ତେ ଏକ୍ସପ୍ରେସ ଅନୁସାରେ, ‘ଏମରଜେନ୍ସି’କୁ ସେନ୍ସର ବୋର୍ଡ ତିନୋଟି କଟ୍ ଦେବା ପାଇଁ କହିଛି । ନିର୍ମାତା

Read More »
ତାଜା ଖବର

ଅଗଷ୍ଟ ୧୫, ସାଉଥ୍ ଏବଂ ବଲିଉଡ ଲଢେଇ

ଅଗଷ୍ଟ ୧୫ ମନୋରଞ୍ଜନ ଜଗତରେ ହେବାକୁ ଯାଉଛି ଘମାସାନ ଲଢେଇ । ଏହି ପ୍ରତିଯୋଗିତା ସାଉଥ୍ ଏବଂ ବଲିଉଡ ମଧ୍ୟରେ ହେବାକୁ ଯାଉଛି। ବଲିଉଡରେ ଏହି ଦିନ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ହରର୍-କମେଡି ଫିଲ୍ମ ‘ସ୍ତ୍ରୀ ୨’ ରିଲିଜ କରିବାକୁ ଘୋଷଣା କରିଛି। ସେହିପରି ଜନ୍ ଆବ୍ରାହମ୍‌ଙ୍କ ଆକ୍ସନ୍ ଫିଲ୍ମ ‘ବେଦା’ ମଧ୍ୟ ଅଗଷ୍ଟ ୧୫ରେ ରିଲିଜ୍ ହେବା ନେଇ ପକ୍କା ହୋଇଛି। ତେବେ ଅଗଷ୍ଟ ୧୫ରେ ରିଲଜ ହେବାକୁ ଥିଲା ‘ସିଙ୍ଘମ୍ ଏଗେନ୍’

Read More »
ତାଜା ଖବର

ଶୋଭିତାଙ୍କ ସହ ନାଗା ଚୈତନ୍ୟଙ୍କ ନିର୍ବନ୍ଧ

ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ଗୁରୁବାର ନିର୍ବନ୍ଧ କରିଥିଲେ ସାଉଥ୍ ସୁପରଷ୍ଟାର ତଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ। କିଛି ସମୟ ପୂର୍ବରୁ ଖବର ମିଳିଥିଲା ଯେ, ଦୁହେଁ ଗୁରୁବାର ସନ୍ଧ୍ୟାରେ ହାଇଦ୍ରାବାଦରେ ନିର୍ବନ୍ଧ କରିବେ। ହେଲେ ପରେ ଜଣାପଡ଼ିଥିଲା ଯେ, ଗୁରୁବାର ସକାଳେ ଦୁହେଁ ନିର୍ବନ୍ଧ କରିଛନ୍ତି। ନାଗାର୍ଜୁନ ଦୁହିଁଙ୍କ ସହ ଉଠାଇଥିବା ଫଟୋ ସେୟାର କରି ଏହି ଖବର ଦେଇଥିଲେ। ତେବେ ପୂର୍ବ ସ୍ବାମୀ ନିର୍ବନ୍ଧ କରିବା ପରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ

Read More »