Bulu Das

ବ୍ୟକ୍ତିତ୍ଵ

ନିଆରା ଭାବେ ନୂଆବର୍ଷ ପାଳିଲେ ସମାଜ ସେବୀ

ନୂଆବର୍ଷରେ ସମସ୍ତେ ନିଜ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି । କିଏ ନିଜ ବିଜନେସ ବଢ଼ାଇବ, କିଏ ନିଜ ସମ୍ପତି ବଢ଼ାଇବ, କିଏ ଘରର ଉଚ୍ଚତା ବଢ଼ାଇବ ଆଉ କିଏ ବ୍ୟାଙ୍କ ବ୍ୟାଲେନ୍ସ ବଢ଼ାଇବ । କିଏ ଭୋଜି ଭାତରେ ମଶଗୁଲ ଥିବା ବେଳେ ସେ କିନ୍ତୁ ନିଷ୍ପତି ନେଇଛନ୍ତି ନିଜ ସେବାର ପରିସର ବଢ଼ାଇବା ପାଇଁ । କେବଳ ପଦ୍ମପୁର ନୁହେଁ ପୁରା ବରଗଡ଼ ଜିଲ୍ଲାରେ ଗରିବ ନିରାଶ୍ରୟ ଲୋକଙ୍କ ପାଇଁ ସହଯୋଗର ହାତ ବଢାଇବେ

Read More »