cancer treatment. operation

ରାଜ୍ୟ

କିମ୍‍ସରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ଗୋଡ଼ ପାଇଁ ବିଛଣାରେ ପଡ଼ି ରହୁଥିଲେ। ନା ଚାଲିପାରୁଥିଲେ, ନା ଶୌଚାଳୟକୁ ଯାଇପାରୁଥିଲେ। ପରିବାର ଲୋକେ ଅନେକ ଡାକ୍ତରଖାନା ବୁଲିସାରିଥିଲେ, ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିପାରିଲାନାହିଁ। ସମସ୍ତ ଆଶା ହରାଇ ଶେଷରେ କିମ୍‍ସରେ ପହଞ୍ଚିଥିଲେ ଯାଜପୁର ଜିଲ୍ଲାର ୬୨ ବର୍ଷୀୟ ପ୍ରଶାନ୍ତ କୁମାର ମହାନ୍ତି। ସୁସ୍ଥ ଜୀବନଯାପନ କରୁଥିବା ପ୍ରଶାନ୍ତଙ୍କ ଗୋଡ଼ରେ ପ୍ରାୟ ଏକ ଦଶନ୍ଧି ଧରି ଗମ୍ଭୀର ଲିମ୍ଫେଡେମା ଯୋଗୁଁ ସେ ପ୍ରାୟ ଶଯ୍ୟାଶାୟୀ ହୋଇପଡ଼ିଲେ। ପ୍ରାୟ ୧୫ ବର୍ଷ ପୂର୍ବେ ନନ୍‌-ହଜକିନ୍ ଲିମ୍ଫୋମାର

Read More »