Live Odisha Tv

government

ଦେଶ ବିଦେଶ

OSSSC ପରୀକ୍ଷାର ତଜର୍ମା କରୁଛନ୍ତି ସରକାର

ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି)ଙ୍କ ଦ୍ୱାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା-୨୦୨୪ରେ ଅନିୟମିତତାର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ସମସ୍ତ ଅନିୟମିତତା ଅଭିଯୋଗକୁ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ତଜର୍ମା କରାଯାଉଛି। ଖୁବଶୀଘ୍ର ସରକାର ଏନେଇ ଉଚିତ୍ ନିଷ୍ପତ୍ତି ନେବେ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ପରୀକ୍ଷାର ପବିତ୍ରତା ସହ ସାଲିସ୍ ହୋଇଥିବା

Read More »
ତାଜା ଖବର

ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟ ଏଜି ନିଯୁକ୍ତ

ବିଳମ୍ବରେ ହେଉ ପଛେ ରାଜ୍ୟ ସରକାରଙ୍କୁ ମିଳିଛି ତାଙ୍କ ଆଡଭୋକେଟ ଜେନେରାଲ । ବିଜେପି ନେତା ତଥା ହାଇକୋର୍ଟର ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟଙ୍କୁ ଏଜି ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଭାରତୀୟ ସମ୍ବିଧାନର ଆର୍ଟିକିଲ ୧୬୫ କ୍ଲଜ (୧) ମୁତାବକ ହାଇକୋର୍ଟର ବରିଷ୍ଠ ଓକିଲ ପିତାମ୍ବର ଆଚାର୍ୟ୍ୟଙ୍କୁ ତତକ୍ଷଣାତ ରାଜ୍ୟର ଏଜି ଭାବେ ନିଯୁକ୍ତ କରିବାକୁ କୁହାଯାଇଛି । ତେବେ ସରକାର ବଦଳିବା

Read More »