IIC arrest

ଅପରାଧ

ଲାଞ୍ଚ ନେଇ ଆଇଆଇସି ଗିରଫ

ଜଣେ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ରବିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ସ୍ଥିତ ସିଆରଆରଆଇ ପୁଲିସ ଥାନାର ଆଇଆଇସି ବିଜୟ କୁମାର ବାରିକ। ସୁରୁଖୁରୁରେ ବେପାର କରିବା ପାଇଁ ଉକ୍ତ ମଦ ଦୋକାନୀଙ୍କଠାରୁ ଲାଞ୍ଚ ନେଉଥିଲେ ଆଇଆଇସି ବିଜୟ କୁମାର ବାରିକ। ସେ ଭୁବନେଶ୍ୱରର ରାଜମହଲ ଛକରେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ

Read More »