india

ତାଜା ଖବର

ଓଡିଶା ଆସୁଛନ୍ତି ଜ୍ଞାନେଶ କୁମାର

ନୂଆଦିଲ୍ଲୀ : ଆସନ୍ତାକାଲି ଶନିବାର ଓଡିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର । ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଇସିଆଇ ଜ୍ଞାନେଶ କୁମାର । ଆସନ୍ତାକାଲି ଓଡ଼ିଶାରେ ପହଞ୍ଚି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କ ଦର୍ଶନ ପରେ ଇସିଆଇ କୋଣାର୍କ ଯିବେ । ୨୮ତାରିଖରେ ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ୱର ମନ୍ଦିର ବୁଲିବେ । ୨୯ରେ ଓୟୁଏଟିରେ ବୁଥସ୍ତରୀୟ ଅଧିକାରୀଙ୍କୁ ଇସିଆଇ ସମ୍ବୋଧନ କରିବେ । ଜ୍ଞାନେଶ କୁମାର ୧୯୮୮ ବ୍ୟାଚର

Read More »
କ୍ରୀଡା

ଦକ୍ଷିଣ ଆଫ୍ରିକାକୁ 232 ରନର ବିଜୟ ଟାର୍ଗେଟ

ଭାରତର ବିସ୍ଫୋରକ ବ୍ୟାଟିଂ ରେ ଘାଇଲା ହେଲା ଦକ୍ଷିଣ ଆଫ୍ରିକା । ହାର୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମାଙ୍କ ଜବରଦସ୍ତ ଯୋଡି ମାତ୍ର 43 ବଲ ରେ 105 ରନ ଭାରତ ପାଇଁ ଆଣି ଦେଇଥିଲେ । ହାର୍ଦିକ ବ୍ୟକ୍ତିଗତ ଭାବେ ମାତ୍ର 25 ବଲ ଖେଳି ବିସ୍ଫୋରକ 63 ରନ କରିଥିବାବେଳେ ତିଳକ ବର୍ମା ବ୍ୟକ୍ତିଗତ ସ୍କୋର 42 ବଲରେ 73 ରନ କରିଥିଲେ । ଦୁବେ ଶେଷରେ ଆସି ମାତ୍ର 3 ବଲ ରେ

Read More »
ତାଜା ଖବର

ଗ୍ରାଣ୍ଡ୍ ଭିଟାରା ଫେରାଇ ନେବ ମାରୁତି କମ୍ପାନୀ

ନୂଆଦିଲ୍ଲୀ: ମାରୁତି କମ୍ପାନୀ ନୂତନ କରି ଲଞ୍ଚ କରିଥିବା ଗ୍ରାଣ୍ଡ୍ ଭିଟାରା କାରକୁ ଗ୍ରାହକଙ୍କଠାରୁ ଫେରସ୍ତ କରାଇନେବ । ମାର୍କେଟରେ ବିକ୍ରି ହୋଇଥିବା ୩୯, ୦୦୦ କାର୍ ଫେରାଇ ନେବାକୁ କମ୍ପାନୀ କହିଛି । ସଦ୍ୟତମ ବଜାରକୁ ଆସିଥିବା ଏହି କାରରେ ଏକ ଯାନ୍ତ୍ରିକ ତ୍ରୁଟି ରହିଥିବାରୁ ମାରୁତି କମ୍ପାନୀ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ଯାନ୍ତ୍ରିକ ତ୍ରୁଟିର ସମାଧାନ କରିବା ପରେ ପୁଃନଶ୍ଚ ଗ୍ରାହକଙ୍କୁ ସେମାନଙ୍କ କାର୍ ହସ୍ତାନ୍ତର କରାଯିବ । ମାରୁତି

Read More »
ତାଜା ଖବର

ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତର ଉତ୍ଥାନ

ବିଶ୍ୱ ଅର୍ଥବ୍ୟବସ୍ଥା ଏକ ‘ଅନିଶ୍ଚିତ ମୁହୂର୍ତ୍ତ’ ମଧ୍ୟ ଦେଇ ଗତି କରୁଥିବା ବେଳେ ଭାରତ ଏକ ବିରଳ ଉଜ୍ଜ୍ୱଳ ସ୍ଥାନ ଭାବରେ ଉଭା ହୋଇଛି ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ‘ବିଶ୍ୱ ଆର୍ଥିକ ସ୍ଥିତି ଏବଂ ସମ୍ଭାବନା’ ଉପରେ ଜାତିସଂଘର ସଦ୍ୟତମ ବାର୍ଷିକ ରିପୋର୍ଟରେ ଭାରତକୁ ୬.୩ ଜିଡିପି ବିକାଶ ହାର ସହିତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାର ମାନ୍ୟତା ଦିଆଯାଇଛି। ଆନୁମାନିକ ୬.୪ ପ୍ରତିଶତ ଅଭିବୃଦ୍ଧି ହାର ସହିତ ବିକାଶର ଏହି ଗତି ୨୦୨୬

Read More »
ତାଜା ଖବର

ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି

ଓ୍ବାସିଂଟନ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି । ଆମେରିକାର ମଧ୍ୟସ୍ଥତାରେ ଏହି ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ସୂଚନା ଦେଇଛନ୍ତି । ଏକ୍ସରେ ସେ ଲେଖଛନ୍ତି “ସାରା ରାତିର କଥାବାର୍ତ୍ତା ପରେ ଆମେରିକାର ମଧ୍ୟସ୍ଥତା ପରେ ଭାରତ ଓ ପାକିସ୍ତାନ ସଂପୂର୍ଣ୍ଣ ଓ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ସାଧାରଣ ଜ୍ଞାନକୁ ପ୍ରୟୋଗ

Read More »
ଦେଶ ବିଦେଶ

ତୋଇ ଓହୋମାଇ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ନିଉଜିଲାଣ୍ଡର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ନିଉଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟଫର ଲକ୍‍ସନ, ତେ ପୁକେଙ୍ଗା-ନିଉଜିଲାଣ୍ଡ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସ୍କିଲ୍‍ସ ଆଣ୍ଡ ଟେକ୍ନୋଲୋଜିର ମୁଖ୍ୟ କାର୍ଯ୍ୟନିର୍ବାହୀ ଗସ ଗିଲମୋର, ନିଉଜିଲାଣ୍ଡ ଟ୍ରେଡ୍‍ ଆଣ୍ଡ ଏଣ୍ଟରପ୍ରାଇଜ୍ର କନସୁଲ ଜେନେରାଓ ଓ ଟ୍ରେଡ୍‍ କମିଶନର ଗ୍ରାହମ ରାଉଜ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ରିଲେସନ୍‍ସ ବିଭାଗ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି

Read More »